ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମୀ ବ୍ଲକର ନୂତନ ବିଡ଼ିଓ ଶିବ ଶଙ୍କର ମୁର୍ମୁ ଙ୍କ ଯୋଗଦାନ

କୁସୁମୀ ବ୍ଲକର ନୂତନ ବିଡ଼ିଓ ଶିବ ଶଙ୍କର ମୁର୍ମୁ ଙ୍କ ଯୋଗଦାନ

ମୟୂରଭଂଜ – ୬/୦୮ —   ମୟୂରଭଂଜ ଜିଲ୍ଲାର କୁସୁମୀ ବ୍ଲକର ନୂତନ ବିଡ଼ିଓ ଭାବେ ଶିବ ଶଙ୍କର ମୁର୍ମୁ ଯୋଗ ଦେଇଛନ୍ତି ଏହା ପୂର୍ବରୁ ସେ ବାଙ୍ଗିରିପୋଷୀରେ   କାର୍ଯ୍ୟରତ ଥିଲେ । ଏଠାରେ କାର୍ଯ୍ୟରତ ଥିବା ବିଡ଼ିଓ ଧାନାଇ ଚରଣ ଟୁଡୁଙ୍କ ପଦୋନ୍ନତି ଯୋଗୁଁ ଅନ୍ୟତ୍ର ବଦଳି ହୋଇଯାଇଛନ୍ତି । କୁସୁମୀ ବ୍ଲକ ଅନ୍ତର୍ଗତ ୧୪ଟି ପଞ୍ଚାୟତ ଅବସ୍ଥିତ। ବ୍ଲକର ସମସ୍ତ ପଞ୍ଚାୟତ ରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ କିପରି ସୁରୁଖୁରୁରେ କିପରି ଚାଲିବା ସେଥିପାଇଁ ଅଞ୍ଚଳବାସୀ ,ଵୁଦ୍ଧିଜିବୀ,ଗଣମାଧ୍ୟମ ପ୍ରତିନିଧି ,ଜନପ଼ରତିଧିମାନଙ୍କ ସହଯୋଗ କାମନା କରିଛନ୍ତି ।ଵିଶେଷତଃ ରାସ୍ତାଘାଟ,ଭତ୍ତା, ଶିକ୍ଷା,ସ୍ବାସ୍ଥ୍ୟ ପ୍ରତି ସେ ଗୁରୁତ୍ବ ଦେବା ସହ କୁସୁମିତ ବ୍ଳକର ସର୍ବାଙ୍ଗୀନ ଉନ୍ନତି ପାଇଁ ଚେଷ୍ଟା କରିବେ ଵୋଲି କହିଛନ୍ତି। ଏଏହି କାର୍ଯ୍ୟ ଭାର ହସ୍ତାନ୍ତର କରିବା ସମୟରେ ସହକାରୀ ଯନ୍ତ୍ରୀ, ସମସ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ସମସ୍ତ ବ୍ଲକ୍ କର୍ମଚାରୀ ଉପସ୍ଥିତ ରହି ତାଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରିଥିଲେ।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗନ୍ଧମାର୍ଦ୍ଦନକୁ ଜାତୀୟ ସଂପତ୍ତି ଘୋଷଣା ପାଇଁ ଲୋକସଭାରେ ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କଲେ 

masiha

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାରକରି ବାଜିମାତ କଲେ ପ୍ରୀତିକା ମିଶ୍ର

Sunil Chandra Nayak

ତିନି ଦଫା ଦାବୀରେ ସମୂହ ଛୁଟିରେ ଗଲେ ଧର୍ମଗଡର ସମସ୍ତ ପ୍ରାଥମିକ ଶିକ୍ଷକ , ୧୬୩ ସ୍କୁଲ ରେ ପଡ଼ିଲା ତାଲା..

masiha

Leave a Comment

error: Content is protected !!