ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

ଦୟନୀୟ ଅବସ୍ଥାରେ ତେରେସିଂହା କେନାଲ

କର୍ଲାମୁଣ୍ଡା: ଉତେଇ ଜଳସେଚନ ପ୍ରକଳ୍ପ ଅଧୀନ ତେରେସିଂହା କେନାଲର ଅବସ୍ଥା ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପଡ଼ିରହିଛି I କେନାଲ ବେଡ୍‌ ସଫେଇ ହେଉ ନ ଥିବାରୁ ଅନେକ ସମୟରେ କେନାଲ ଭାଙ୍ଗି ଯାଉ ଥିବା ଦେଖାଯାଏ I ଫଳରେ ଚାଷୀମାନେ ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି I ମରାମତି କି ସଫେଇ କରାଯାଇ ନଥିବାରୁ ଚାଷୀମାନେ କେନାଲ ପାଣି ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି I ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବୃଦ୍ଧା ମା କୁ ଉଦ୍ଧାର କରି ତା ସମ୍ପର୍କୀୟ ଲୋକ ମାନଙ୍କ ପାଖରେ ଛାଡିବାକୁ ନିବେଦନ 

masiha

ଜିନ୍ଦଲରେ ଅନୁଷ୍ଠିତ,ଦେବ ଭୂମି ପୂଜନ କାର୍ଯ୍ୟକ୍ରମ 

masiha

ପୋଖରୀ ରେ ବୁଡି ୫ ବର୍ଷର ଶିଶୁ ମୃତ, ଆଉ ଜଣେ ୫ ବର୍ଷର ଶିଶୁ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!