ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରପୁତ୍ର ଙ୍କ ସଫେଇ ଓ ମାଲ୍ୟାର୍ପଣ

ବରପୁତ୍ର ଙ୍କ ସଫେଇ ଓ ମାଲ୍ୟାର୍ପଣ

ଢେ଼ଙ୍କାନାଳ ପୌରପାଳିକା ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଘରେ ଘରେ ସ୍ବଚ୍ଛତା ଉପଲକ୍ଷ ବରପୁତ୍ର ଙ୍କୁ ସଫେଇ ଓ ମାଲ୍ୟାର୍ପଣ କରିଥିଲେ। ବସ୍ ଷ୍ଟାଣ୍ଡ ଠାରେ ମହାତ୍ମା ଗାନ୍ଧୀ , ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ ମାତା ଓ ଡକ୍ଟର ଆମ୍ବେଦକର ଓ ଢେ଼ଙ୍କାନାଳ ବାଜିଚୌକ ସ୍ଥିତ ବଜିରାଉତଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ପୌର ଅଧକ୍ଷ୍ୟା ଶ୍ରୀମତୀ ଜୟନ୍ତୀ ପାତ୍ର,ପୌର ନିର୍ବାହୀ ଅଧିକାରୀ ଅସ୍ୱନି କୁମାର ଦାସ,ପୌର ଯନ୍ତ୍ରୀ ରଶ୍ମିତା ମିଶ୍ର ସମସ୍ତ କାଉନସିଲର ଓ ପୌର କର୍ମଚାରୀଙ୍କ ଉପସ୍ଥିତି ରେ ଏହି ଘରେ ଘରେ ତ୍ରିରଙ୍ଗା ଓ ସ୍ବଚ୍ଛତା ଉପଲକ୍ଷେ ବର ପୁତ୍ରଙ୍କୁ ମାଲ୍ୟାର୍ପଣ କାର୍ଯକ୍ରମ କରାଯାଇଥିଲା ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

 

Related posts

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

ଆଗାମୀ କାର୍ଯ୍ୟକ୍ରମ ପାଇଁ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ 

masiha

ମଣ୍ଡି ଖୋଲିବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!