ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିତୀୟ ଦିନରେ ଯାମଦା ବ୍ଳକ ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଜନ ପ୍ରତିନିଧିଙ୍କ ଧାରଣା; ପ୍ରଶାସନ ଶୁଣିଲାନି

ଦିତୀୟ ଦିନରେ ଯାମଦା ବ୍ଳକ ଫାଟକ ସମ୍ମୁଖରେ ବିଭିନ୍ନ ଦାବି ନେଇ ଜନ ପ୍ରତିନିଧିଙ୍କ ଧାରଣା; ପ୍ରଶାସନ ଶୁଣିଲାନି

 ମୟୂରଭଂଜ- ୧୯/୦୮ — ଯାମଦା ଵ୍ଳକରେ ବିକଶିତ ଗ୍ରାମ ଓ ବିକଶିତ ଓଡ଼ିଶା କାମ ବଣ୍ଟନ ଏବଂ ବିଭିନ୍ନ ସମସ୍ଯା ନେଇ ଜନପ୍ରତିନିଧି ଓ ବ୍ଳକ ପ୍ରଶାସନ ମଧ୍ୟରେ ତୁ ତୁ ମେ ମେ ର ଆଜି ଦ୍ୱିତୀୟ ଦିନ । ବୁଢିଆଣୀ ଅଡ଼ୁଆ ସୂତା ଛିଡୁନି ।ଆଜି ଦ୍ୱିତୀୟ ଦିନରେ ବ୍ଳକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ଙ୍କ ନେତୃତ୍ବରେ ବ୍ଳକ ଫାଟକ ସମ୍ମୁଖରେ ଧାରଣା ଜାରି ରହିଛି ।ଯେପର୍ଯ୍ୟନ୍ତ ପ୍ରଶାସନ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରି ନାହାନ୍ତି ସେତେଦିନ ପର୍ଯ୍ୟନ୍ତ ବ୍ଳକ ମୁଖ୍ୟ ଫାଟକରେ ତାଲା ପଡି ରହିବ ବୋଲି କହିଥିଲେ ।ବିଭିନ୍ନ କାମ ନେଇ ଆସୁଥିବା ହିତାଧିକାରୀ ସେମାନଙ୍କ କାମ କରି ନ ପାରି ନାନା ହଇରାଣ ହରକତ ହେଉଥିବା ଲକ୍ଷ୍ୟ କରାଯାଉଛି 

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ସମ୍ପୂର୍ଣ୍ଣତା ଅଭିଯାନ ଉଦଘାଟନ ଉତ୍ସବ ପାଳନ 

masiha

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ସଚେତନତା ରାଲି ଅନୁଷ୍ଠିତ

masiha

ଅନନ୍ତ ଆଇଟିଆଇର ନବାଗତଙ୍କୁ ସ୍ୱାଗତ

masiha

Leave a Comment

error: Content is protected !!