ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

ବର୍ଷାରେ ନଷ୍ଟ ହୋଇଥିବା ଗୃହହିତାଧିକାରୀ ଙ୍କୁ ପଲିଥିନ ବଣ୍ଟନ

ମୟୂରଭଂଜ -୩/୯ — ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି ଵର୍ଷା ପ୍ରଭାବ ରେ ଜିଲ୍ଲାର ବିଜାତଳା ବ୍ଲକ ର ରାଇହରି ପଂଚାୟତ ର ଯୋଡାଚୁଆ ଗ୍ରାମ ରେ ଘର ଭାଙ୍ଗି ଅସହାୟ କରି ଦେଇଛି ପରିବାରଵୃନ୍ଦଙ୍କୁ l ସୂଚନା ଅନୁଯାଇ ଗ୍ରାମର ମୁଚିରାମ ହାଁସଦା ଆଜି ଦିନ ରେ ଲଗାଣ ବର୍ଷା ପ୍ରଭାବ ରେ ବଖରା ଘର କାନ୍ଥ ଭୁଶୁଡି ପଡିଛି l ବିଜାତଳା ରାଜସ୍ୱ ନିରୀକ୍ଷକ ଦାମୋଦର ବାରୀ ମୁଚିରାମ ଙ୍କୁ ପଲିଥିନ ପ୍ରଦାନ କରିଛନ୍ତି lବିଜାତଳା ରାଜସ୍ୱ ନିରୀକ୍ଷକ ଦାମୋଦର ବାରୀ ଗାଁ କୁ ଗାଁ ଯାଇ ହିତାଧିକାରୀ ମାନଂକୁ ପଲଥିନ ଏବଂ କ୍ଷୟକ୍ଷତି ଆକଳନ କରୁଛନ୍ତି l ଅଂଚଳବାସୀ ମାନଙ୍କ ଦୁଃଖ ସୁଖ ରେ ସାଥ ଦେଉଛନ୍ତି l ବିଜାତଳା ଅଂଚଳ ବାସୀ ବାରୀ ବାବୁ ପାଇଁ ବହୁତ ଖୁସି l

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଦୁଇ ରାଜ୍ଯ ମଧ୍ୟରେ ସମ୍ପର୍କ ର ସେତୁ 

masiha

ବାରମ୍ବାର ଖବର ପ୍ରସାରଣ ପରେ ବି ସୁଧୁରିଲା ନାହିଁ ଆଳଦା-ତୋରାଣିପଦ ରାସ୍ତାର ଅବସ୍ଥା, କୁଆଡ଼େ ନେତା ଓ ପ୍ରଶାସନ ?

Sunil Chandra Nayak

ତରାପୁର ଠାରେ ଶିଶୁ ଓ ମହିଳାଙ୍କ ଚାଲାଣ ତଥା ବେଆଇନ ଶ୍ରମିକ ସ୍ଥାନାନ୍ତରଣକୁ ରୋକିବା ଉପରେ ସଚେତନ କରିବା ପାଇଁ ସଚେତନତା ଅଭିଯାନ କର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!