ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଳିତ ହେଲା ପଶ୍ଚିମ ଓଡ଼ିଶା ର ମହାନ୍ ପର୍ବ ନୂଆଁଖାଇ 

ପାଳିତ ହେଲା ପଶ୍ଚିମ ଓଡ଼ିଶା ର ମହାନ୍ ପର୍ବ ନୂଆଁଖାଇ 

କଳାହାଣ୍ଡି ଜିଲ୍ଲାର ନର୍ଲ। ବ୍ଲକ୍ ଅନ୍ତର୍ଗତ ପଲସ।ପଡ। ଗ୍ରାମରେ ଚଳିତ ବର୍ଷ କୁଲତ।ନାଏକ ପରିବାର ର ଅଶୌଚ କାରଣରୁ ନୂଆଁଖାଇ ପାଳନ କରି ନ ଥିଲେ ଆଜି ଭାଦ୍ରବ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥିରେ ନାଏକ ବଂଶ ର ପ୍ରାୟ ଅଶି ପରିବାର ର ତିନିଶହ ରୁ ଅଧିକ ଲୋକ ଏକାଠି ନବାନ୍ନ ଭକ୍ଷଣ କରିଥିଲେ ସମସ୍ତ ପରିବାର ଏକାଠି ବସି ତାର ଆୟୋଜନ କରି ନିକଟସ୍ତ ରୂପ୍ର। ପ୍ରଭୂ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରୁ ନୁଆ ଚୁଡ଼ା ପ୍ରସାଦ ଭୋଗ ଆଣି ଭାଇଚାର। ର ପର୍ବ କୁ ପାଳନ କରିଥିଲେ , ପ୍ରାୟ ବର୍ଷ ଏହି ଗ୍ରାମରେ ଯୁବକ ମାନଙ୍କ ପ୍ରଚେଷ୍ଟ।ରେ ଏକତ୍ରିତ ନୁଆ ଖାଇ ପାଳିତ ହୋଇଥାଏ ଏବଂ ଭାଇଚାରା ର ବାର୍ତ୍ତା ସମାଜ କୁ ମିଳିଥାଏ। ପରେ ପରେ ନୂଆଁଖାଇ ଜୁହାର ଭେଟ୍ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସତ୍ୟ ମାଝୀ ଙ୍କ ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ, ସିନାପାଲି ମହଗାଁ ଠାରେ ଟ୍ରାକ୍ଟର ମୁଣ୍ଡ ଉପରେ ମାଡି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ

masiha

ସୃଜନୀ ପରିବାର ଚେନ୍ନାଇର ସୃଜନ- ମନ୍ଥନ ଆସର

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଦାମୁଡିଗଡା ଛକରେ ସ୍କୋର୍ପିଓ ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ, ମହିଳା ଓ ନାବାଳକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!