ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହା ଶିଳା ପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ପୁଷ୍ପିତା ମହାକୁଡ଼ ଵାଦ୍ଧକ୍ଯ ଭତ୍ତା ପ୍ରଦାନ ଅନିୟମିତତା ନେଇ ଭିଜିଲାନ୍ସ ଯନ୍ତାରେ 

ଲୁହା ଶିଳା ପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ପୁଷ୍ପିତା ମହାକୁଡ଼ ଵାଦ୍ଧକ୍ଯ ଭତ୍ତା ପ୍ରଦାନ ଅନିୟମିତତା ନେଇ ଭିଜିଲାନ୍ସ ଯନ୍ତାରେ 

ମୟୂରଭଂଜ – ୧୨/୦୯ — ମୟୂରଭଂଜ ଜିଲ୍ଲାର ଵିଜାତଳା ବ୍ଳକର ଲୁହାଶିଳା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରିଣୀ ପୁଷ୍ପିତା ମହାକୁଡ଼ ବାର୍ଦ୍ଧକ୍ୟ ଭତ୍ତା ୫ଲକ୍ଷ ୬୮ ହଜାର ୯୫୦ ଟଙ୍କା ହେରଫେର ଓ ଅନୀୟମିତତା ନେଇ ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୃଷି ଆଜାଦ ବିହନ ସଂଘଠନ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରିକରଣ ଲୋକାର୍ପିତ

masiha

ନବରଙ୍ଗପୁର ଜିଲ୍ଲା ଓକିଲ ସଙ୍ଘ ଦ୍ୱାରା ବସ ଚଳାଚଳ ପାଇଁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!