ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦିନିକିଆ ଗସ୍ତ, ବିଭିନ୍ନ କାର୍ଯ୍ୟରେ ଯୋଗଦାନ 

ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦିନିକିଆ ଗସ୍ତ, ବିଭିନ୍ନ କାର୍ଯ୍ୟରେ ଯୋଗଦାନ 

ନୂଆପଡା, ନୂଆପଡ଼ା ଜିଲ୍ଲା କୁ ଓଡ଼ିଶା ଭାରତୀୟ ଜନତା ପାର୍ଟି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦିନିକିଆ ଗସ୍ତ, ବିଭିନ୍ନ କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି। ଖଡିଆଳ ଠାରେ ରାଜ୍ୟ ସଭାପତି ମନମୋହନ ସାମଲ ଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ। ଖଡିଆଳ ୱିଏଷ୍ଟର୍ନ ଓଡ଼ିଶା ପବ୍ଲିକ ସ୍କୁଲ ରେ ସେବା ପକ୍ଷ ଉପଲେକ୍ଷ ମାଁ ପାଇ ଗଛ ଟିଏ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଏକ ବୃକ୍ଷ ରୋପଣ କରିଛନ୍ତି। ଖଡିଆଳ ଅଗ୍ରେସନ୍ ଧର୍ମଶାଳା ପରିସର ମଧ୍ୟରେ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଛନ୍ତି। ଖଡିଆଳ ଠାରେ ସମ୍ବର୍ଦ୍ଧନା ସଭା ରେ ଯୋଗ ଦେଇ କର୍ମୀ ମାନଙ୍କୁ ଉତ୍ସାହିତ କରିଛନ୍ତି। ରାଜ୍ୟ ସଭାପତି ହେବା ପରେ ଶ୍ରୀଯୁକ୍ତ ସାମଲ ଙ୍କ ପ୍ରଥମ ଗସ୍ତ ହେବା ରୁ ଅନେକ ସ୍ଥାନ ରେ ସମ୍ବର୍ଦ୍ଧନା ଦିଆ ଯାଉଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବିଜେଡିର ଯୁବ ସମାବେଶ ଓ ମିଶ୍ରଣ ପର୍ଵ, କଂଗ୍ରେସ ଓ ବିଜେପିର ଶତାଧିକ କର୍ମକର୍ତ୍ତାଙ୍କ ଯୋଗଦାନ

masiha

କର୍ଲାମୁଣ୍ଡା ବିଜେଡ଼ି ସଭାପତି ହେଲେ ଯଶୋବନ୍ତ ସାହୁ

Sunil Chandra Nayak

କର୍ଣ୍ଣାଟକ ନିର୍ବାଚନ – ଗୁପ୍ତ ଭାବେ ଗଛରେ ରଖା ଯାଇଥିବା ଏକ କୋଟି ଟଙ୍କା ଆଇ ଟି ବିଭାଗ ଦ୍ଵାରା ଜବତ

Sunil Chandra Nayak

Leave a Comment

error: Content is protected !!