ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦା ଵ୍ଳକରେ ଝାଡାବାନ୍ତୀରେ ଜଣେ ଚାଷୀ ମୃତ

ଜାମଦା ଵ୍ଳକରେ ଝାଡାବାନ୍ତୀରେ ଜଣେ ଚାଷୀ ମୃତ

ରାଇରଙ୍ଗପୁର – ୮/୧୦ ରଜ ପର୍ବ ଠାରୁ ଆଜିଯାଏଁ ଦିର୍ଘ ୫ ମାସ ଧରି ଲଗାଣ ବର୍ଷା ଲାଗି ରହିଛି ।ଗଡ଼ିଆ,ପୋଖରୀ,ନଦୀ ନାଳ ଜଳାର୍ଣଵ ।ଜଳସ୍ତର ପ୍ରଦୂଷଣ ହୋଇଯାଇଛି ।ଯାହା ଫଳରେ ଲୋକମାନେ ଥଣ୍ଡା ,ଜ୍ଵର,କାଶ ,କଫ ,ଝାଡ଼ାବାନ୍ତି,ମେଲେରିଆ ,ଡେଙ୍ଗୁ ରେ ଆକ୍ରାନ୍ତ ହେଉଛନ୍ତି ।ମୟୂରଭଂଜ ଜିଲ୍ଲାର ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ ଅନ୍ତର୍ଗତ ସିମାନ୍ତ ତାରଣା ପଞ୍ଚାୟତ ର ପାହାଡପୁର‌ ଗ୍ରାମରେ ଜଣେ ଚାଷୀ ଲକ୍ଷ୍ମଣ ମୁର୍ମୁ(୪୫) ଦୁଇ ତିନି ଦିନ‌ହେଲା ଝାଡାବାନ୍ତି ରେ ଆକ୍ରାନ୍ତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସିତ ହେଉଥିଲେ ।ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ରୋଜଗାରିଆ ପରିବାରର ମୁଖ୍ୟଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ‌ ବିଶ୍ବାଳ ମସିହା ନିଉଜ

Related posts

ଜିଲ୍ଲାରେ ତୃତୀୟ ସ୍ଥାନ ରଖିଥିବା ଝରାଡ଼ିହିର ଶିକ୍ଷା ସିଂହ୍ନI ଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା 

masiha

ବରିଷ୍ଠ ଶିକ୍ଷାବିତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସାମ୍ୟବାଦୀ ନେତା କୃଷ୍ଣ ମୋହନ ରାଉତ ଙ୍କ ଏକାଦଶାହ ରେ ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଧ୍ରୁବ ଅର୍ଣ୍ଣପୂର୍ଣ୍ଣା ସେବା ଓ କଳା ପରିଷଦ ଦ୍ୱାରା ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ

Sunil Chandra Nayak

ନବରଂଗପୁର ଠାରେ ପବିତ୍ର ଅକ୍ଷୟ ତୃତୀୟା ପାଳନ ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!