ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

ସହକାରୀ ଯନ୍ତ୍ରୀଙ୍କ ମାତୃ ବିୟୋଗ

ନର୍ଲା: ନର୍ଲା ବ୍ଲକର ଜଳ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ସେଠୀଙ୍କ ମା ମନୋରମା ସେଠୀ ଗତ ରାତ୍ରି ୧୨ ଘଣ୍ଟା ସମୟରେ ମୃତ୍ୟୁ ବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ସେ ଶଯ୍ୟାସାୟୀ ଥିଲେ।ଜଣେ ପରୋପକାରୀ ,ଧର୍ମ ପରାୟଣ, ବାତ୍ସଲ୍ୟମୟୀ ମହିଳା ରୂପେ ଜଣାଶୁଣା ଥିଲେ। ମୃତ୍ୟୁ ସମୟରେ ତାଙ୍କ ନିକଟରେ ବଡ଼ପୁଅ ସୁବ୍ରତ ସେଠୀ, ପ୍ରଦୀପ୍ତ ସେଠୀ, ପ୍ରଭାତ ସେଠୀ, ସୁଦୀପ୍ତ ସେଠୀ ସହ ଦୁଇ ଝିଅ,ନାତି, ଜ୍ୱାଇଁ ,ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।ସାନ୍ଦୁଲ ନଦୀ ତଟରେ ଶବ ଦାହ କରାଯାଇ ଥିଲା। ମୃତ୍ୟୁ ଖବର ପାଇ ସ୍ଥାନୀୟ ବିଧାୟିକା ମନୋରମା ମହାନ୍ତି ,ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଶୋକ ବ୍ୟକ୍ତ କରିଛନ୍ତି।ସାନ ପୁଅ ସୁଦୀପ୍ତ ସେଠୀ ମୁଖାଗ୍ନୀ ଦେଇ ଥିବା ବେଳେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଟାଙ୍କି ଅଛି , ପାଣି ନାହିଁ ବସୁଧା ଯୋଜନା କାହାପାଇଁ?

masiha

ବିଜେପୁର, ସିକେରକୁପା ସେକ୍ସନ ପାଲଟିଛି ଦୁର୍ନୀତିର ଗନ୍ତାଘର  ଜୟପାଟଣାରେ ପରେ ଲାଞ୍ଜିଗଡ ବ୍ଲକରେ ବଢିଲା ଇଡି ରେଡ ଆଶଙ୍କା 

masiha

ଓଡିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ଖାଦ୍ୟ ଦିବସ ଓ ବିଭିନ୍ନ ପ୍ରତିଯୋଗୀତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!