ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଙ୍କୁ ପତ୍ର ମାଧ୍ୟମ ରେ ଦାବି ଜଣାଇଲେ ଖଡ଼ିଆଳ ବିଧାୟକ

ନୂଆପଡା: ଖଡିଆଳ ବିଧାୟକ ଶ୍ରୀ ଅଧିରାଜ ପାଣିଗ୍ରାହୀ ପଶ୍ଚିମ ଓଡିଶା ବିକାଶ ପରିଷଦ ର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠି ଙ୍କୁ ପଶ୍ଚିମ ଓଡିଶା ବିକାଶ ପରିଷଦ ର ମୁଖ୍ୟ କାର୍ଯ୍ୟାଳୟ ନୁଆପଡା ଜିଲ୍ଲା ରେ ସ୍ଥାପନ କରିବାକୁ ଦୃଢ ଦାବି ଜଣାଇଛନ୍ତି। ପଶ୍ଚିମ ଓଡିଶା ବିକାଶ ପରିଷଦ ର ମୁଖ୍ୟାଳୟ ନିମନ୍ତେ ଏଠାରେ ସମସ୍ତ ପ୍ରକାର ଭିତ୍ତିଭୁମି ଓ ଗମନାଗମନ ପାଇଁ ବିଜୁ ଏକ୍ସପ୍ରେସ୍ ୱେ ରହିଥିବାରୁ ସମସ୍ତ ଙ୍କୁ ସୁବିଧା ହେବ ବୋଲି କହିଛନ୍ତି। ଯେହେତୁ ନୂଆପଡା ଜିଲ୍ଲା ଏକ ପଛୁଆ ଓ ମାଓ ଅଧ୍ୟୁଷିତ ଅଂଚଳ ହୋଇଥିବାରୁ ଏଠି କାର୍ଯ୍ୟାଳୟ ହେଲେ ପ୍ରତ୍ଯେକ ଯୋଜନା ର ସଫଳ ରୂପାୟନ ସହିତ ବିକାଶ ପରିଷଦ ର ପ୍ରକୃତ ଲକ୍ଷ୍ୟ ପୁରଣ ହୋଇପାରିବ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sunil Chandra Nayak

କୋର୍ଟ ସମ୍ମୁଖରେ ପଡି ମୁଦଲାଙ୍କ ଗୋଡ ଭାଙ୍ଗିଲା

Sunil Chandra Nayak

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

Leave a Comment

error: Content is protected !!