ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

‘ମୋନ୍ଥା’ ପ୍ରଭାବ ରେ ଓଷାଦେବୀ ହାଇସ୍କୁଲରଛାତ୍ରୀନିବାସ ପାଚେରୀ ଭାଙ୍ଗିଲା 

 ମୟୂରଭଂଜ- ୩୧/୧୦ — ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ର ମାଣିକପୁର ପଂଚାୟତ ର ଓଷାଦେବୀ ହାଇସ୍କୁଲ ରଛାତ୍ରୀ ନିବାସ ପାଚେରୀ‘ମୋନ୍ଥା’ପ୍ରଭାବ ରେ ଭାଙ୍ଗିଗଲା lସୂଚନା ଥାଉକି ଯେ ଆଜି ସନ୍ଧ୍ୟା ସମୟରେ ପାଚେରୀ ଭାଙ୍ଗିଯାଇଛି l ଏହି ଛାତ୍ରୀ ନିବାସ ରେ ୧୦୦ ଛାତ୍ରୀ ରୁହନ୍ତି l ପାଚେରୀ ଭାଙ୍ଗିଯିବା ଫଳ ସୁରକ୍ଷିତ ମନେ କରିପାରୁନାହାନ୍ତି l ରାତିରେ ଏହି ଅଂଚଳ ରେ ହାତୀ ର ଭୟ ରହୁଛି ଏବଂ ଅସାମାଜିକ ଲୋକ ମାନଙ୍କ ପ୍ରତି ଡର ରହୁଛି lଓଷାଦେବୀ ହାଇସ୍କୁଲ ର ପ୍ରଧାନଶିକ୍ଷକ ସୁରେନ୍ଦ୍ର ରାଜ ଏହି ବିଷୟରେ ମାଣିକପୁର ସରପଞ୍ଚ ସୁଶାନ୍ତ କୁମାର ମୁଣ୍ଡା ଏବଂ ସମିତି ସଭ୍ୟା ରୂପିମଣି ଟୁଡୁ ଜଣାଇଛନ୍ତି l ଆସନ୍ତା କାଲି ବିଜାତଳା ବିଡିଓ ଙ୍କୁ ଲିଖିତ ଭାବରେ ଜଣାଇବେ ବୋଲି ମତ ପ୍ରକାଶ କରିଛନ୍ତି l

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ‌ ମସିହା ନିଉଜ

Related posts

ପେନସନ ଗ୍ରାହୀ ସଙ୍ଘ ର ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

ବନ୍ଧୁଗାଁ ବ୍ଲକ ସରପଞ୍ଚଙ୍କ ୧୫ ଦଫା ଦାବିକୁ ନେଇ ବିଭିନ୍ନ କାର୍ଯ୍ୟରେ ଅସହଯୋଗ ଆନ୍ଦୋଳନ

masiha

ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ କର୍ମଚାରୀ ସମସ୍ୟା :କିନ୍ତୁ ବଦଳି ଆଦେଶ ବାହାରିବା ପରେ ବିନା ରିଲିଭର ରେ ରିଲିଭ କରୁଛନ୍ତି ଥିବା କର୍ମଚାରୀଙ୍କୁ

Sunil Chandra Nayak

Leave a Comment

error: Content is protected !!