ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ  ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ

ସାମାଜିକ ଗଣମାଧ୍ୟମରେ ଅଶାଳୀନ ମନ୍ତବ୍ୟ 

ଥାନାର ଦ୍ୱାରସ୍ତ ହେଲା କ୍ଷତ୍ରୀୟ ପାଇକ ସମାଜ 

ଲାଞ୍ଜିଗଡ଼, ୦୨/୧୧(ମନିସ)-ସାମାଜିକ ଗଣମାଧ୍ୟମରେ କ୍ଷତ୍ରୀୟ ପାଇକ ସମାଜ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜ। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଥାନାର ଦ୍ୱାରସ୍ତ ହୋଇଛନ୍ତି କଳାହାଣ୍ଡି କ୍ଷତ୍ରୀୟ ପାଇକ ସମାଜର କର୍ମକର୍ତ୍ତା। ଅଭିଯୋଗ ପରେ ସ୍ଥାନୀୟ ଅଞ୍ଚଳର ଚାରିଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରିଛି ଲାଞ୍ଜିଗଡ଼ ପୁଲିସ। ପରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିବା ନେଇ ସୂଚନା ଦେଇଛନ୍ତି କେସିଙ୍ଗା ଉପଖଣ୍ଡ ପୁଲିସ ଅଧିକାରୀ ସମ୍ବିତ କୁମାର ମାଝୀ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଭତ୍ତା ଟଙ୍କା ହେରଫେର ଅଭିଯୋଗ 

masiha

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କାଂଚନ ବଜାରରେ ପାଣି ସମସ୍ୟାକୁ ନେଇ ମହିଳା ମାନେ କନିଷ୍ଠ ଯନ୍ତ୍ରୀଙ୍କୁ ଅଭିଯୋଗ

masiha

Leave a Comment

error: Content is protected !!