ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋବାଇଲ ବିକିରଣ ସଚେତନତା ଉପରେ ବାଲୁକା କଳା

ମୋବାଇଲ ବିକିରଣ ସଚେତନତା ଉପରେ ବାଲୁକା କଳା

କର୍ଲାମୁଣ୍ଡା, (ସୁଶାନ୍ତ ରଣା): ଆଜିକାର ଦୈନନ୍ଦିନ ଜୀବନରେ ମୋବାଇଲ ଫୋନର ବ୍ୟବହାର ଧନୀ ଗରିବ ସମସ୍ତଙ୍କ ଅପରିହାର୍ଯ୍ୟ ହୋଇ ପଡିଛି, କିନ୍ତୁ ଏହାର ଅତ୍ୟନ୍ତ ବ୍ୟବହାର ଯୋଗୁଁ ବର୍ତ୍ତମାନ ବିଶେଷ କରି ଛୋଟ ଶିଶୁ ଓ ଯୁବକଙ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପଡୁଛି I ଇଣ୍ଟର୍ନେଟରୁ ଭଲ ଜିନିଷ ଶିଖିବା ବଦଳରେ ଅଶ୍ଳୀଳତା ଓ ନଗ୍ନତାର ପ୍ରଚାର ପ୍ରସାର ସହ ମୋବାଇଲ ବିକିରଣ (Mobile Readition) ଛୋଟ ଶିଶୁଙ୍କ ମାନସିକ ବିକାଶରେ ବାଧକ ସାଜିଅଛି I ସ୍ମରଣ ଶକ୍ତି ଓ ଦୃଷ୍ଟି ଶକ୍ତିର ଅବକ୍ଷୟ ସହିତ ଅନିଦ୍ରା ମୁଣ୍ଡ ବିନ୍ଧା ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି I ଛୋଟ ଶିଶୁଙ୍କୁ ମୋବାଇଲ ଠାରୁ ଯଥା ସମ୍ଭବ ଦୁରେଇ ରଖିବା ପାଇଁ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ଏକ ସଚେତନତା ମୂଳକ ଏକ ବାଲୁକା କଳା ନିର୍ମାଣ କରିଛନ୍ତି I

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ର୍ଭଚୁଆଲ ବୈଠକ ମାଧ୍ୟମରେ ନୂତନ ଥାନା ଉଦଘାଟିତ 

Sunil Chandra Nayak

ଅବସରପ୍ରାପ୍ତ ସେନା କର୍ମଚାରୀ ରୁଦ୍ରେଶ୍ୱରଙ୍କ ଶୁଦ୍ଧିକ୍ରିୟା ଅନୁଷ୍ଠିତ, ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ଯୋଗଦାନ

ଜିଲ୍ଲାସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଭବ୍ୟ ମଶାଲ ଶୋଭାଯାତ୍ରା 

masiha

Leave a Comment

error: Content is protected !!