ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋନ୍ଥା ଵାତ୍ଯାରେ ଓଷାଦେଵୀ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଏଵଂଛାତ୍ରୀ ଅସୁରକ୍ଷିତ ନେଇ ରାମଦୋଳି ଯୁବକ ସଂଘର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବି ! ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାପାଳ

ମୋନ୍ଥା ଵାତ୍ଯାରେ ଓଷାଦେଵୀ ଛାତ୍ରୀନିବାସ ପାଚେରୀ ଭୁଷୁଡିବା ଏଵଂଛାତ୍ରୀ ଅସୁରକ୍ଷିତ ନେଇ ରାମଦୋଳି ଯୁବକ ସଂଘର ଜିଲ୍ଲାପାଳଙ୍କ ପାଖରେ ଲିଖିତ ଦାବି ! ତୁରନ୍ତ ପଦକ୍ଷେପ ନେଲେ ଜିଲ୍ଲାପାଳ

ମୟୂରଭଂଜ- ୧୮/୧୧ — ମୟୁରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ମାଣିକପୁର ପଂଚାୟତ ର ଓଷାଦେବୀ ହାଇସ୍କୁଲର ଛାତ୍ରୀ ନିବାସ ପାଚେରୀ‘ମୋନ୍ଥା’ପ୍ରଭାବ ରେ ଭାଙ୍ଗିଥିଲା l ଏହି ଛାତ୍ରୀ ନିବାସ ରେ ୧୦୦ ଛାତ୍ରୀ ରୁହନ୍ତି l ପାଚେରୀ ଭାଙ୍ଗିଯିବା ଫଳ ଅସୁରକ୍ଷିତ ମନେ କରୁଥିଲେ l ରାତିରେ ଏହି ଅଂଚଳ ରେ ହାତୀ ର ଭୟ ରହୁଛି ଏବଂ ଅସାମାଜିକ ଲୋକ ମାନଙ୍କ ପ୍ରତି ଡର ରହୁଥିଲା lଏହି ବିଷୟରେ ରେ ରାମଦୋଳି ଯୁବକ ସଂଘ ରାଇରଙ୍ଗପୁର ଉପଜିଲ୍ଲାପାଳ କକ୍ଷ ରେ ଉପଖଣ୍ଡ ସ୍ତରୀୟ ଜଣଶୁଣାଣି ରେ ଜିଲ୍ଲାପାଳ ଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା l ସରକାର ର ଚେତା ପଶିଲା ଆଜି ପାଚେରୀ କାର୍ଯ୍ୟ ଆରମ୍ଭ ହେଲା l

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

Incessant Rains Wreak Havoc in Rayagada, Rail and Road Links Hit

Sunil Chandra Nayak

ଯୋଗାଣ ସହାୟକ ଙ୍କ ଅନୁପସ୍ଥିତ ରେ ତାଙ୍କ ସ୍ବାମୀ ଦେଉଥିଲେ ଚାଉଳ, ୩ମାସ ଚାଉଳ ନେଲେ ଏକ କିଲୋ ବି କମ୍ ନେବେ ନାହି ହିତାଧିକାରୀ

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା:ମେ ୨୭ ତାରିଖ: ଜ୍ଞାନ,ମାନବିକତା,ସେବା ଓ ପ୍ରଗତିର ପଥ

Leave a Comment

error: Content is protected !!