ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ବାଣିଜ୍ୟ ମେଳା ଅନୁଷ୍ଠିତ 

ବ୍ରହ୍ମପୁର ବାଣିଜ୍ୟ ମେଳା ଅନୁଷ୍ଠିତ 

ବ୍ରହ୍ମପୁର( ସ୍ୱ .ପ୍ର.)_ ସ୍ଥାନୀୟ ଷ୍ଟିଫେନ୍ସ ଚର୍ଚ୍ଚ ରୋଡ଼ ଗ୍ରାଉଣ୍ଡରେ ଆୱାରନେସ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୂଖ୍ୟଅତିଥି ଶଶାଙ୍କ କୁମାର କାନୁନଗୋ, ମୂଖ୍ୟବକ୍ତା ପ୍ରଶାନ୍ତ କୁମାର ପଣ୍ଡା , ଗେଷ୍ଟ ଅଫ ଅନର୍ ରିଜନାଲ୍ ଡାଇରେକ୍ଟର ଶ୍ରୀ ନାରାୟଣ ବେହେରା,ସମ୍ମାନିତ ଅତିଥି ବିଶ୍ଵମନୁ ନାୟକ, ମିହିର ତ୍ରିପାଠୀ, ଅଶୋକ ବ୍ରହ୍ମା , ଡ଼ଃ କୈଳାସ ଚନ୍ଦ୍ର ତ୍ରିପାଠୀ, ସୁଦୀପ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଡ଼ଃ ସ୍ଥିତଧୀ ରଥ, ଆନ୍ତର୍ଜାତୀୟ ଚିତ୍ରଶିଳ୍ପୀ, ଭାରତୀ ଦାସ, କେ.ସି.ପବ୍ଲିକ୍ ସ୍କୁଲ ର ପ୍ରିନ୍ସିପାଲ୍ , ଶିବ ଶଙ୍କର ଷଡ଼ଙ୍ଗୀ, ରିନା ସାହୁ, ପୀତବାସ ନାୟକ, କୃଷ୍ଣଚନ୍ଦ୍ର ତ୍ରିପାଠୀ, ରଞ୍ଜନା ମିଶ୍ର ,ଶୀତଲ ମହାନ୍ତି ,ମିନାକ୍ଷୀ ମ୍ୟାଡମ୍, ସଚିନ ପଣ୍ଡା , ଅଧିର ସ୍ୱାଇଁ, ମନ୍ମଥ କୁମାର ସାହୁ , କେ ସାଇ କୁମାର୍ , ସୁବ୍ରତ ପଟନାୟକ, ରମେଶ ଚନ୍ଦ୍ର ପାତ୍ର, କୁନିପ୍ରତିଭା ହିତରାଣୀ, ଅଂଶୁମାନ, ସାନଭି, ଏହିପରି ପଚାଶ ଜଣ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା । ଏତଦ୍ ବ୍ୟତୀତ ଶରତ ଚନ୍ଦ୍ର ନନ୍ଦ ଦକ୍ଷିଣ ଓଡିଶା ନ୍ୟାୟବତୀ ପୁସ୍ତକ ‘ଶୋଭନା ‘ ଉନ୍ମୋଚନ କରିଥଲେ l ଏସବୁ କାର୍ଯକ୍ରମକୁ ଅଧ୍ୟାପିକା ଡ଼ଃ ସନ୍ଧ୍ୟାରାଣୀ ପଟ୍ଟନାୟକ ପରିଚାଳନା କରିଥଲା ବେଳେ ଅଶୋକ କୁମାର ସାହୁ ସିଇଓ ଧନ୍ୟବାଦ୍ ଅର୍ପଣ କରିଥିଲେ । 

ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍ 

Related posts

ଡୁମୁନିଗୁଡା ଗ୍ରାମରେ ମା ଦୁଲାରଦେଇଙ୍କ ଚୈତ୍ର ଯାତ୍ରା 

Sunil Chandra Nayak

ଦ୍ୱାଦଶ ବାଣିଜ୍ଯରେ ଧର୍ମଗଡ଼ର ଝିଅ ତନିସା ବଂଶଲ କଳାହାଣ୍ଡି ଟପ୍ପର

ନୂଆପଡା ରେ ପୁଣି ବାଘ ଆତଙ୍କ, ଶୌଚ ପାଇଁ ଯାଇଥିବା ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ

Sunil Chandra Nayak

Leave a Comment

error: Content is protected !!