ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟ କିଷାନ ଫିଲିପ୍ସ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ଜାତୀୟ ସମ୍ବିଧାନ ଦିବସ ସଭା ଅନୁଷ୍ଠିତ 

ଜୟ କିଷାନ ଫିଲିପ୍ସ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ଜାତୀୟ ସମ୍ବିଧାନ ଦିବସ ସଭା ଅନୁଷ୍ଠିତ 

ନବରଙ୍ଗପୁର:(୨୬|୧୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଷାଗୁମୁଡା ଠାରେ ଥିବା ଜୟ କିସାନ ଫିଲିପ୍ସ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ଜାତୀୟ ସମ୍ବିଧାନ ଦିବସ ମହାସମାରୋହରେ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ କଲେଜ ପ୍ରିନ୍ସିପାଲ ଜଗନ୍ନାଥ ରାଓ, ଗାୟତ୍ରୀ ନାୟକ, ଅଜିତା ନାୟକ, ସଂଗୀତା ପ୍ରଧାନ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଉକ୍ତ ସଭାରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବିଧାନ ବିଷୟରେ ପ୍ରତିଯୋଗିତା କରଯାଇଥିଲା lଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ କଲେଜ ପ୍ରିନ୍ସିପଲ ଜଗନ୍ନାଥ ରାଓ, ଗାୟତ୍ରୀ ନାୟକ, ଅଜିତା ନାୟକ, ସଂଗୀତା ପ୍ରଧାନ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ଓ ପରି ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା lସେହି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସଂ।କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ଉପସ୍ଥିତ ସମସ୍ତଙ୍କୁ ଆନନ୍ଦିତ କରାଇଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଶ୍ୱ ଯୁବ ଦକ୍ଷତା ଦିବସ ‘2023 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

Sunil Chandra Nayak

କଙ୍କିଳି ଗ୍ରାମପଞ୍ଚାୟତରେ ପ୍ରଥମ ଥର ଧାନ ମଣ୍ଡି ଖୋଳିଲା

Sunil Chandra Nayak

ବାସୁଦେବପୁର ଜନ କଲ୍ୟାଣ ପରିଷଦର ୨୫ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!