ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିମିନଇ ଗ୍ରାମରେ ଜଳିଗଲା କାର , କାରଣ ଅସ୍ପଷ୍ଟ

ସିମିନଇ ଗ୍ରାମରେ ଜଳିଗଲା କାର , କାରଣ ଅସ୍ପଷ୍ଟ

ଢେଙ୍କାନାଳ ଜିଲ୍ଲା ସଦର ଥାନା ସିମିନଇ ଗ୍ରାମରେ ଆଜି ସକାଳେ କୌଣସି କାରଣରୁ ଏକ କାର ଜଳି ଯାଇଥିବାର ଜଣାପଡିଛି । କାରଟି ଜଳିଯିବାର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଖବରପାଇ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ହେଲେ କାରଟି ସଂପୁର୍ଣ୍ଣ ପୋଡିଯାଇଥିଲା । କିନ୍ତୁ କୌଣସି ଲୋକଙ୍କର କିଛି କ୍ଷୟକ୍ଷତି ହୋଇନାହିଁ । ପୋଲିସର ତଦନ୍ତ ପରେ ପକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସକାଳ ୭ଟା ୨୫ରେ ସୂଚନା ଦେଇଛନ୍ତି।

ତାପସ ଦାସ ଙ୍କ ରିପୋର୍ଟ୍ 

Related posts

ନୂତନ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଯୋଗଦାନ 

masiha

ସେବାଶ୍ରମରେ ଯୁବମୋର୍ଚ୍ଚା କୋଷାଧ୍ୟକ୍ଷ ପାଳିଲେ ରକ୍ଷାବନ୍ଧନ ପର୍ବ

Sunil Chandra Nayak

ଉଦ୍ଭିଦ ବିଜ୍ଞାନ ଉପରେ ଡକ୍ଟରେଟ ଡିଗ୍ରୀ ହାସଲ କଲେ ବିଶ୍ୱଜିତ୍

masiha

Leave a Comment

error: Content is protected !!