ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

ଢେ଼ଙ୍କାନାଳ ହରିପୁର ନିକଟ ଆଇପିଏଲରେ ଆଖୁପେଡ଼ା ଉଦ୍ଘାଟନ

ଢେଙ୍କାନାଳ(ମନିସ)30/11/25 —  ଢେଙ୍କାନାଳ ସ‌ହର ନିକଟ ହରିପୁରଠାରେ ଥିବା ଇଣ୍ଡିୟାନ ପୋଟାସ ଲିମିଟେଡରେ ଆଜିଠାରୁ ଆଖୁପେଡ଼ା କାର୍ଯ୍ୟର ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଉଦ୍ଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଉପସ୍ଥିତ ରହି ଆଖୁପେଡା ଖାଦ୍ୟକୁ ମାଙ୍କ ନିକଟରେ ପୂଜା ପାଠ ପରେ ଆରମ୍ଭ କରିଥିଲେ । କମ୍ପାନୀର ଜେନେରାଲ ମ୍ୟାନେଜର ତଥା ୟୁନିଟ ହେଡ ବିକାଶ କୁମାର ଚୌଧୁରୀ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଙ୍ଗଲ ନିଆଁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ ନବଗତଙ୍କୁ ସ୍ୱାଗତ ଓ ଗ୍ରାଜୁଏସନ ଦିବସ ପାଳିତ

masiha

କାମାକ୍ଷାନଗର ଅଞ୍ଚଳ ରେ ହାତୀ ର ତାଣ୍ଡବ 

masiha

Leave a Comment

error: Content is protected !!