ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ସମାଜସେବୀଙ୍କ ପରଲୋକ 

ଯୁବ ସମାଜସେବୀଙ୍କ ପରଲୋକ 

କଟକ,୨୧।୧ : କଟକ ସଦର ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ପଞ୍ଚାୟତର ତଇଲିପଡା ଗ୍ରାମର ମା’ ବୁଢୀ ଜାଗୁଳାଇ କ୍ଲବର ଅଗ୍ରୀମ ସଦସ୍ୟ ଯୁବ ସମାଜସେବୀ ଲକ୍ଷ୍ମୀଧର ଦାସ (ମୁନୁ) ୨୪ ବର୍ଷ ବୟସରେ ପରଲୋକ ଗମନ ଘଟିଛି । ସେ ବିଗତ କିଛି ଦିନ ହେବ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ । ଆଜି ସକାଳ ପ୍ରାୟ ୧୦ ଘଟିକା ସମୟରେ ମୃତ୍ଯୁବରଣ କରିଛନ୍ତି । ମା’ ବୁଢୀ ଜାଗୁଳାଇ କ୍ଲବର ସଭାପତି ଯଶୋବନ୍ତ ମହାପାତ୍ର,ଉପ ସଭାପତି ସମୀର ରଞ୍ଜନ ସ୍ଵାଇଁ,କୋଷାଧକ୍ଷ ଶିତିକାନ୍ତ ମହାପାତ୍ର,ସୁଶାନ୍ତ ମହାପାତ୍ର ଓ ସମସ୍ତ ପୂଜା କମିଟି ସମସ୍ତ ସଭ୍ୟ ମାନେ ଶୋକ ପ୍ରକାଶ କରିଛନ୍ତି । 

( ଶ୍ରୀକାନ୍ତ ବେଉରା )

Related posts

୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ 

Sunil Chandra Nayak

ଅସହାୟ ଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ସୁବର୍ଣ୍ଣରେଖା ସେବା ସଂଘ

Sunil Chandra Nayak

“ଚିନ୍ତା- ପ୍ରତିମା ବହୁଭାଷୀ ନାଟ୍ୟ ମହୋତ୍ସବର ଦ୍ଵିତୀୟ ଦିବସ  ଭୁବନେଶ୍ଵର ର ଡାଇନାମିକ ଥୁଏଟର ର ଶୁଣ ସୃଜନେ ମଞ୍ଚସ୍ଥ 

Leave a Comment

error: Content is protected !!