ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ତରଫରୁ ସମ୍ବିଧାନ ଦିବସ ପାଳିତ

ଜୁନାଗଡ଼,୨୯/୧୧(ମନୀସ) ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ କଳାହାଣ୍ଡି ଜୁନାଗଡ ଶାଖା ତରଫରୁ ଜୁନାଗଡ ଠାରେ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ମହୋତ୍ସବ ମହାସମାରୋହରେ ପାଳନ କରାଯାଇଛି ।କଳାହାଣ୍ଡି ଜିଲ୍ଲାର ପ୍ରତ୍ୟେକ ବ୍ଳକରୁ ଶତାଧିକ ଲୋକ ଆସି ଜୁନାଗଡ ହାତୀ ନଦୀ ପାଖରେ ଏକତ୍ରୀତ ହୋଇ ବାଜା ବାଜଣ ସହ ଏକ ବିଶାଲ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ନୂତନ ବସଷ୍ଟାଣ୍ଡ ପାଖରେ କରାଯାଇଥିବା ମଞ୍ଚ ପାଖକୁ ଆସିଥିଲେ। ପ୍ରଥମେ ଅତିଥି ମାନଙ୍କୁ ସ୍ଵାଗତ କରାଗଲା ପରେ ବହୁଜନ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ତ୍ରିଶରଣ ପଞ୍ଚଶିଳ ଗାନ କରାଯିବା ସହ ସମ୍ବିଧାନ ପ୍ରସ୍ତାବନା ପଠନ କରାଯାଇ ଥିଲା,। ଜିଲ୍ଲା ସଭାପତି ବୃନ୍ଦାବନ ନାଗ କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ଉପଦେଷ୍ଟା ପ୍ରମୋଦ ତାଣ୍ଡି, ଜୁନାଗଡ ଟାଉନ ସଭାପତି ଲଳିତ ବାଗ ବ୍ଳକ କାର୍ଯ୍ୟକାରୀ ସଭାପତି ରାଜରାମ ଡଙ୍ଗରୀ, ଦାମୋଦର ବେହେରା,ବିଶ୍ୱନାଥ କର,ଚିତ୍ତରଞ୍ଜନ ନିଆଲ,, ସତନାମି କଳ୍ୟାଣ ସମିତି କୁଳପତି କ୍ଷେତ୍ର ମୋହନ ସତନାମୀ , କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା,,ନର୍ଲା ବ୍ଳକ ସଭାପତି ରଘୁନାଥ ଦୀପ୍,,ଏମ୍ ରାମପୁର ବ୍ଳକ ସଭାପତି ଦୟାଦାନ ନାଗ, ଗୋଲାମୁଣ୍ଡା ବ୍ଳକ ସଭାପତି ରାମ କୁମାର ସେନାପତି,,ଧର୍ମଗଡ଼ ବ୍ଳକ ସଭାପତି ସୁନୀଲ ଦୁରିଆ,, କେସିଙ୍ଗା ବ୍ଳକ ସଭାପତି ଭାଗିରଥି ନାଏକ,,ଜୟପାଟଣା ବ୍ଳକ ସଭାପତି ଡିଙ୍ଗର ବାଗ, ଲାଞ୍ଜିଗଡ଼ ବ୍ଳକ ସଂଯୋଜକ ବିଭୂତି ଭୂଷଣ ତାଣ୍ଡି,ମଞ୍ଚସିନ ଥିଲେ।,, ମୂଖ୍ୟ ବକ୍ତା ଭାବରେ ଅଧ୍ୟାପକ ଜିତେନ୍ଦ୍ର ସୁନା ଅଭିଭାଷଣ ରଖି ଥିବାବେଳେ ,, ମଞ୍ଚ ପରିଚାଳନା କରିଥିଲେ ଗିରିଜା ବେହେରା ଓ ପ୍ରମୋଦ ଛତ୍ରୀଆ,,, କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ ସହଦେବ ନାଏକ, ଦେବରାଜ ସୁନାନୀ, ଚକ୍ରଧର ବାଗ, ଗୁଣନିଧି ଛତ୍ରୀଆ, ଧନଞ୍ଜୟ ଖମାରୀ,ଭଗବାନ ନାଏକ, ସୁନ୍ଦର ମୋହନ ଛତ୍ରୀଆ,ନୀଳକଣ୍ଠ ନାଏକ, ଜିତେନ୍ଦ୍ର ନାଏକ,, ସୁକାନ୍ତ ନାଏକ,ମଦନମୋହନ ନାଏକ, ଧରମୁ ତାଣ୍ଡି,, ଗୋପବନ୍ଧୁ ନାଏକ,ଓ ସଂଗଠନର ଜୁନାଗଡ ବ୍ଳକର ପ୍ରତ୍ୟେକ ସାଥି ବୃନ୍ଦ,। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ, ରାଉରକେଲା ପକ୍ଷରୁ ବୈଷୟିକ ଗଣମାଧ୍ୟମ ସୂଚନା ସାକ୍ଷରତା କାର୍ଯ୍ୟକ୍ରମ

masiha

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

masiha

ବିଦ୍ୟୁତ ଆଘାତରେ ଏକ ମାଈ ହାତୀ ମୃତ 

masiha

Leave a Comment

error: Content is protected !!