ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୪୮ ତମ ବାର୍ଷିକ ଉତ୍ସବ 

ବନ୍ଧୁଗାଁ ତା,୧୭/୧୨/୨୫, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ୪୮ ତମ ବାର୍ଷିକ ଉତ୍ସବର ପାଳନ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧରି ଙ୍କ କୋମଳ ସହ ମଧୁସୁଧନ ବଡ଼ ନାୟକ,ବାସୁ ଖରା, ଚନ୍ଦନ ନାୟକ, ପୁଷ୍ପାସିନି ମହାନ୍ତି, ମନଜ ମେହର, ଭଅଁର୍ଗବି ମହାରୋନା, ସନ୍ତୋଷ କୁମାର, ୟୁରଲମା ରାୟୁଡୁ,ସିମା କିର୍ଷାନି, ସାଳୁରୁ ଶ୍ରୀକାନ୍ତ, କୋମଲଚନ ମହାପାତ୍ର, ନାଗଵଂଶ ମିନିୟାକା, ଆଲିଙ୍କି ରେବତୀ ,ଆଦିତ୍ୟ ସାହୁ, ସୁନାନନ୍ଦା ସେନାପତି, ପ୍ରନତି ମିଶ୍ର, ଲିଷ୍କା ଦରା,ସୁଧାକୋର ନାୟକ, ରମେଶ ନାୟକ, ସୁମିତ କୁମାର ବାରିକ, ନମିତା ନାଗ,I ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ସହଯୋଗ ଦ୍ୱାରା ହୋଇ ପାରିଥିଲା I ସକାଳ ୧୦ ଘଟିକା ଠାରୁ ଆରମ୍ଭ କରି ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସୋସ୍ମିତା ମେଲେକା, ସଂମାନୀୟ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା,ଉପାଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଲି ପିଡ଼ିକା,ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀମତି ମୀନତି ଯୋଗଦେବ, ବନ୍ଧୁଗାଁ ବ୍ଲକର ବିଜେଡି ସଭାପତି ବାଲାନାଗ, ଜିଲ୍ଲା ବିଜେପି ସାଧାରଣ ସମ୍ଫାଦକ ସରତ ପାତ୍ର, ସିଆରସିସି ସଂଜୟ କୁମାର ସିଙ୍ଗସେଟି, ବ୍ଲକର ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମୁଦୁଲି,ବନ୍ଧୁଗାଁ ପଞ୍ଚାୟତ ର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା, ଆଲମଣ୍ଡା ପଞ୍ଚାୟତର ସୋରପଞ୍ଚ ଗୌରୀ ମେଲେକା, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପୂର୍ବତନ କ୍ରୀଡା ଶିକ୍ଷକ ମୁକୁନ୍ଦ ଚନ୍ଦ୍ର ମିଶ୍ର,ବଡ଼ ସତପଲି ସମିତି ସଭ୍ୟ ସିନାଜି ପିଡ଼ିକା ଙ୍କୁ ସର୍ବ ପ୍ରଥମେ ନାଚଗୀତ ଓ ବାଜା ସହିତ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିଲେ I ଓ ମଞ୍ଚକୁ ଅତିଥି ମାନଙ୍କୁ ନିଜ ନିଜ ସ୍ଥାନକୁ ନିମନ୍ତ୍ରଣ ପରେ ଅତିଥି ମାନେ କିଛି କିଛି ମନ୍ତବ୍ୟ ଅଳ୍ପ ଅଳ୍ପ ସମୟ ମଧ୍ୟରେ ରଖି ଛାତ୍ରଛାତ୍ର ଙ୍କ ପାଇଁ ଶିକ୍ଷା ଓ ଅନ୍ୟ ବୁଦ୍ଧି ବିଷୟରେ ପିଲାଙ୍କ ପାଇଁ ସମସ୍ତ ଅତିଥି ମାନେ ଅଭିଭାଷଣ ଦେଇ ଉପସ୍ଥିତ ରହିଥିବା ସମସ୍ତ ଛାତ୍ରଛାତ୍ରୀ ମନଙ୍କୁ ଉତ୍ସାହ କରେଇଥିଲେ I ଏଥିସହ ମଞ୍ଚରେ ଆଜି ଅନେକ ପ୍ରକାର ର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା I ଛାତ୍ରଛତ୍ରୀ ନାଚଗୀତ ଓ ଢେମଶା ରେ ଉପସ୍ଥିତ ରହିଥିବା ଦର୍ଶକଙ୍କ ମନକୁ ଜିଣି ପାରିଥିଲେ I ଆଜିର ବାର୍ଷିକ ଉତ୍ସବ ଠାରେ ୫୦ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ ଓ ପ୍ରଥମ ଦ୍ୱିତୀୟ ଓ ତୃତୀୟ ଭାବରେ ମନୋନୀତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କୋରାଯାଇଥିଲା I

Related posts

କୁଆଁରମୁଣ୍ଡା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଇଟାଲୀ ଭାଷାରେ ଅନୁବାଦିତ ହେଲା ଡ଼. ନିଆଲଙ୍କ କବିତା

ଭଏସ୍ ଅଫ୍ ମିଡ଼ିଆ ଗଞ୍ଜାମ ଜିଲ୍ଲା ପକ୍ଷରୁ ସାଂଗଠନିକ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!