ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

ଷୋହଳ ପ୍ରହର ନାମଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ 

କର୍ଲାମୁଣ୍ଡା, ୨୨/୦୨ (ସୁଶାନ୍ତ ରଣା): କର୍ଲାମୁଣ୍ତା ବ୍ଲକ ରିଷିଡା କୁମ୍ଭାରପଡ଼ା ଠାରେ ଆସନ୍ତା ଦୋଳ ପୂର୍ଣ୍ଣିମାରେ ହେବାକୁ ଥିବା ଷୋହଳ ପ୍ରହର ନାମଯଜ୍ଞ ପାଇଁ ରବିବାର ଶୁଭଖମ୍ବ ସ୍ଥାପନ ହୋଇଯାଇଛି। ଏଥିରେ ଯଜ୍ଞକର୍ତ୍ତା ଭାବେ ରୋହିତ ରଣା ଏବଂ ତାଙ୍କ ଧର୍ମପତ୍ନୀ ମଞ୍ଜୁ ରଣା ରହିଥିବା ବେଳେ ପୂଜକ ପ୍ରଶାନ୍ତ ମିଶ୍ର ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ଆୟୋଜକ କମିଟିର ପ୍ରହଲ୍ଲାଦ ବାରିକ, ହୁଦାନନ୍ଦ ମଲ୍ଲିକ, ସାମ୍ବାଦିକ ସୁଶାନ୍ତ ମଲ୍ଲିକ, ହିମାଂଶୁ ରଣା, ପିତ ରଣା, ଶତ୍ରୁଘନ ରଣା, ଜଗମୋହନ ରଣା, ନନ୍ଦକିଶୋର ରଣାଙ୍କ ସମେତ କୁମ୍ଭାରପଡ଼ାର ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ରହି ସହଯୋଗ କରିଥିଲେ। 

Related posts

ଶ୍ରୀ ହନୁମାନ ଜିୟୁ ମନ୍ଦିର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

masiha

ଶ୍ରୀ ଶ୍ରୀ ରାଧା କୃଷ୍ଣ ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଷୋହଳ ପ୍ରହର ନାମ ଯଜ୍ଞାର୍ଥେ କଳସ ଯାତ୍ରା

Sunil Chandra Nayak

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତସଙ୍ଗ     

Leave a Comment

error: Content is protected !!