ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ

ରାମକୃଷ୍ଣ ମିଶନ ରେ ଠାକୁରଙ୍କ ଜନ୍ମଦିବସ ପାଳନ 

ରାଉରକେଲା: ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ରେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବ ଙ୍କର ୧୩୧ ତମ ଜନ୍ମ ଦିବସ ଉପଯୁକ୍ତ ମର୍ଯ୍ୟାଦା ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଦିନରେ ମଙ୍ଗଳ ଆରତୀ,ବେଦ ଆବୃତ୍ତି,ହୋମ,ଭବନ, ପ୍ରବଚନ, କଥାମୃତ,ପାଠ, ପୁଷ୍ପାଞ୍ଜଳି,ଭୋଗ ଓ ପ୍ରସାଦ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରାୟ ଚାରିଶହ ଶ୍ରଦ୍ଧାଳୁ ଭକ୍ତ ଯୋଗଦାନ କରିଥିଲେ। ସନ୍ଧ୍ୟାରେ ବିଶେଷ ସନ୍ଧ୍ୟା ଆଳତି ଓ ରାମକୃଷ୍ଣ ସଂକୀର୍ତ୍ତନ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ସ୍ବାମୀ ଦିବ୍ୟ ସ୍ବରୁପାନନ୍ଦ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜନ୍ମଦିନ ପୂର୍ବରୁ ଓ ପରଦିନ ଅଭାବି ଲୋକମାନଙ୍କୁ ମହାରାଜ ପ୍ରାୟ ଚାରିଶହ କମ୍ବଳ ବିତରଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍  

Related posts

ବିଦ୍ୟାଳୟରେ କଦଳୀ ଗଛ ଲଗାଇ ଦିଦି ଖାଇବାକୁ ଦେଲେ ଛାତ୍ର/ଛାତ୍ରୀ ମାନଙ୍କୁ ପାଚିଲା କଦଳୀ     

Sunil Chandra Nayak

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁର ରୟାଲ ତରଫରୁ ‘ନେସନ ବିଲଡର ସମ୍ବର୍ଦ୍ଧନା ‘କାର୍ଯ୍ଯକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!