ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

 ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ବ୍ଲକ ମକୁଆ କାଟେଣୀ ପଂଚାୟତ ର ଖଜୁରିଆ ଗ୍ରାମ ରେ ରାମ ନବମୀ ଅବସର ରେ ରଘୁନାଥ ଜୀୟୁ ଯାତ୍ରା କମିଟି ତରଫରୁ ମହା ଆଡ଼ମ୍ବର ରେ ରାମ ନବମୀ ଯାତ୍ରା ପାଳି ତ ହୋଇ ଜାଇ ଅଛି ଏହି ଗ୍ରାମ ରେ ବହୁ ପୁରାତନ କାଳ ରୁ ଯାତ୍ରା ଟି ଅନୁଷ୍ଠିତ ହୋଇ ଆସୁଛି ପ୍ରଥମ ଦିନ ପ୍ରଭୁ ମର୍ଯ୍ୟାଦା ପୁରୁଷ ରାମ ଚନ୍ଦ୍ର ଓ ମାତା ସୀତା ଙ୍କ ପ୍ରତିମା କୁ ବିମାନ ସାହାଯ୍ୟ ରେ ଗ୍ରାମ ପରିକ୍ରମା କରି ପ୍ରଶସନ କରି ଥିଲେ ଘଣ୍ଟ ହୁଳହୁଳି ରେ ସମଗ୍ର ଗ୍ରାମ ଭକ୍ତି ଭାବ ପରିବେସ ସୃଷ୍ଟି ହୋଇ ଥିଲା ଓ ପରି ସେଶ ରେ ମଣ୍ଡପ ରେ ଠାକୁର ଙ୍କୁ ସ୍ଥାପନ କରି ଯାତ୍ରା ଆରମ୍ବ କରାଯାଇ ଥିଲା ଆଖ ପାଖ ଅଂଚଳ ରୁ ବହୁ ଲୋକ ଙ୍କ ର ସମାଗମ ହୋଇ ଥିଲା ଯାତ୍ରା ଟି ତିନି ରୁ ଚାରି ଦିନ ଧରି ଚାଲି ଥାଏ ଓ ଜନ ସାଧାରଣ ଙ୍କ ମନୋରଞ୍ଜନ କରିବା ପାଇଁ ରାତ୍ରି ସମୟ ରେ ଅପେରା ଆସି ନାଟକ ପାରିବେଷଣ କରାଯାଇ ଦର୍ଶକ ଙ୍କ ମନୋରଞ୍ଜନ ବେବସ୍ଥା କରାଯାଇ ଥିଲା ଓ ଏହି ଯାତ୍ରା ପଡିଆ ଟି ବହୁତ ବଡ଼ ଓ ବିସ୍ତାର ଥିବାରୁ ବହୁ ଛୋଟ ବଡ଼ ବେବସାଇ ଆସି ଏକ ତ୍ରିତ ହୋଇ ଥାନ୍ତି ଓ ସନ୍ଧ୍ୟା ସମୟ ରେ ବହୁତ ଭିଡ଼ ଦେଖି ବାକୁ ମିଳିଥାଏ ଯାତ୍ରା କମିଟି ର ସମସ୍ତ ସଦସ୍ୟ ଅକ୍ଲାନ୍ତ ପରିଶ୍ରମ କରି ଯାତ୍ରା ଟିକୁ ସୁରୁଖୁରୁରେ ସମାପନ କରିଥିଲେ କମିଟି ର ସମସ୍ତ ସଦସ୍ୟ ଙ୍କୁ ଗ୍ରାମ ବାସି ଙ୍କ ତରଫରୁ ଅଶେସ ଅଶେସ ଧନ୍ୟବାଦ ଜଣାଇ ଛନ୍ତି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ସଡ଼କ ଦୁର୍ଘଟଣା ଜଣେ ମୃତ୍ୟୁ 

masiha

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

ବିଶିଷ୍ଟ ସଂଗୀତଜ୍ଞ ଝୁମକଲାଲ ବର୍ମା ଙ୍କ ବିୟୋଗ ରେ ଶୋକ ସଭା

masiha

Leave a Comment

error: Content is protected !!