ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

ଲୋକ ନାଥ ପୁର ଶାସନ ଠାରେ ଗୃହ କାର୍ଯ୍ୟ ନିର୍ମାଣ ଧିନ କାର୍ଯ୍ୟ ଚାଲୁ ଥିବା ସମୟ ରେ ଆଜକ୍ସ ଗାଡି ପଲଟି ମହିଳା ଶ୍ରମିକ ମୃତ୍ୟୁ ଜଣେ ଆହତ 

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ପଂଚାୟତ ଲୋକନାଥ ପୁର ଗ୍ରାମ ଠାରେ ଏ ନେ ଚେ ୫୩ କଡ଼ରେ ନୂତନ ଗୃହ ଚାଲୁ ଥବା ସମୟରେ ଦୃଘଟଣ ର ଶିକାର ହୋଇ ଥିଲେ ଦୁଇ ମହିଳା ଶ୍ରମିକ ସେଏଥି ମଧ୍ୟ୍ୟ ରୁ ଆହତ ହୋଇ ଥିଲେ ବଡ଼ସୁଆଳ ଗ୍ରାମ ର ଶବର ସାହିର ଅବନ୍ତୀ ପ୍ରଧାନ ଙ୍କ ମୁଣ୍ଡ ରେ ଗଭୀର ଆଘାତ ହେବା କାରଣ ରୁ ତାଙ୍କୁ ମାଠକାରଗୋଳ ମେଡିକାଲ ଭର୍ତି କରା ଜାଇ ଥିଲା ଓ ଆଉ ଜଣେ ମହିଳା ଶ୍ରମିକ ହେଲେ ସେହି ଗ୍ରାମ ର ବିଭୁତି ପ୍ରଧାନ ଙ୍କ ପତ୍ନୀ ମିତା ପ୍ରଧାନ ବୟସ (୩୫ )କଂକ୍ରିଟି ବୋଝେଇ ଅଜାକ୍ସ ମେସିନୀ ଓଲଟି ପଡିବା ରୁ ମହିଳା ଶ୍ରମିକ ଜଣକ ତଳେ ଚାପି ହୋଇ ଜାଇ ଥିଲେ ଫଳରେ ଘଟଣା ସ୍ଥଳ ତାଙ୍କ ମୃତ୍ୟୁ ହୋଇ ଥିଲା ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଙ୍କ ସାହାଯ୍ୟ ରେ କ୍ରନେ ଯୋଗେ ଅଜାକ୍ସ ଟିକୁ ଉଠାଇ ଶବ କୁ ଉଦ୍ଧାର କରାଯାଇଥିଲା ଓ ଶବ ବେବଛେ ଦ ପାଇଁ ଆମ୍ବୁଲାନ୍ସ ସାହାଯ୍ୟ ରେ କାମାକ୍ଷାନଗର ମେଡିକାଲ କୁ ପଠା ଜାଇ ଥିଲା ସମଗ୍ର ଅଂଚଳ ରେ ଦୁଃଖ ର ଛାୟା ଦେଖି ବାକୁ ମିଳିଥିଲା।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

Sunil Chandra Nayak

ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଊଦଯାପିତ

Sunil Chandra Nayak

ତାଲିମପ୍ରାପ୍ତ କଳା କ୍ରୀଡା ଶିକ୍ଷକ ମହାସଂଘର ସମ୍ମିଳନୀ 

Sunil Chandra Nayak

Leave a Comment

error: Content is protected !!