ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଥାନା ଅଧିକାରୀ ନିଳମ୍ବିତ      (ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା )

ଡାବୁଗାଁ ଥାନା ଅଧିକାରୀ ନିଳମ୍ବିତ 

    (ଥାନାରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଘଟଣା )

ନବରଙ୍ଗପୁର:(୧୦|୫)(ରବି ନାରାୟଣ ମହାନ୍ତି)କାର୍ଯ୍ୟରେ ଅବହେଳା ପାଇଁ ଡାବୁଗାଁ ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ନିଳମ୍ବିତ କରିଛନ୍ତି ଡି ଜି ୱାଇ ବି ଖୁରାନିଆ l ଶ୍ରୀ ମାଝୀ କର୍ତ୍ତବ୍ୟରେ ଅବହେଳା ପାଇଁ ଏବଂ ଅଧିକ ତଦନ୍ତ ଲାଗି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କରାଯାଇଛି ବୋଲି ଡି ଜି ପି ଙ୍କ ଚିଠିରେ ଉଲ୍ଲେଖ ରହିଛି l ଜନ ସେବାର ସ୍ୱାର୍ଥ ପାଇଁ ସମୀଚୀନ ବୋଲି ବିବେଚନା କରାଯାଇଛି l ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ସେ ଦାକ୍ଷିଣ- ପଶ୍ଚିମାଞ୍ଚଳ ଡିଆଇଜି କୋରାପୁଟ ଙ୍କ ନିକଟରେ ଶୃଙ୍ଖଳାଗତ ନିୟନ୍ତ୍ରଣ ରେ ରହିବ ବୋଲି ଦର୍ଶାଯାଇଛି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

କୋକସରା ଜଗନ୍ନାଥ ମନ୍ଦିରରେ ସ୍ନାନବେଶ ଅନୁଷ୍ଠିତ

masiha

ଅସାଧୁ ଅଧିକାରୀ ସହ ମଧୁଚନ୍ଦ୍ରକାରେ ଏମ୍ ସି ଏଲ୍ ଜାଗାରେ ଗଢି ଉଠୁଛି ଦୋକାନ, ଗୋଦାମ ଓ ଭଡା ଘର 

Sunil Chandra Nayak

ଚନ୍ଦ୍ରରେ ଚନ୍ଦ୍ରଯାନ ୩ ସଫଳ ପଦାର୍ପଣ ପାଇଁ ବନ୍ଧୁଗାଁ ସରକାରୀ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିରବ ପ୍ରାର୍ଥନା ସହିତ ଜାତୀୟ ସଙ୍ଗୀତ ଗାନ

masiha

Leave a Comment

error: Content is protected !!