ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ

କର୍ଲାମୁଣ୍ଡା, ୨୫/୫ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଗଜବାହାଲ ଶକ୍ତିକେନ୍ଦ୍ର ସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ସୁବିଧା କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ଲାମୁଣ୍ଡା ଅଞ୍ଚଳର ବରିଷ୍ଠ ଭାଜପା ନେତା ଦୟାନିଧି ସାହୁ, ଅରୁଣ ସେଠ, ଗଜବାହାଲ ଶକ୍ତିକେନ୍ଦ୍ର ପ୍ରଭାରୀ ସୂର୍ଯ୍ୟମଣି ଘିଭେଲା, ପୂର୍ବତନ ସାଂସଦ ପ୍ରତିନିଧି ରାଜେନ୍ଦ୍ର ନାରାୟଣ ମିଶ୍ର, ସରପଞ୍ଚ ଅରବିନ୍ଦ ଗହୀର, ସାଧାରଣ ସମ୍ପାଦକ ଗୁଣନିଧି ସାହୁ, ପୂର୍ବତନ ସାଧାରଣ ସମ୍ପାଦକ ଲିଙ୍ଗରାଜ ସାହୁ, ପୂର୍ବତନ ଏସ୍.ସି ମୋର୍ଚ୍ଚା ସଭାପତି ସୁଧିର ତାଣ୍ଡି, ଗଜବାହାଲ ବୁଥ୍ ସଭାପତି ବାହାନ ସାହୁ, ପିତାମ୍ବର ମାଟାଲି, ରବିନାରାୟଣ ସାହୁ, ଭୁବନ ଭୋଇ, ସନ୍ତୋଷ ସାହୁଙ୍କ ସମେତ ବିଏଲଏ, ବିଏଲଏ-୨ ଲାଭାର୍ଥୀ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ ।

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ ଗଁଦିଆରେ ଶିଶୁ ଦିବସ -୨୦୨୪ ପାଳିତ

masiha

ପ୍ରଥମ ଓଡ଼ିଆ ବିଶ୍ଵ ସମ୍ମିଳନୀ ୨୦୨୪ , ମଥୁରା ରାଧାକୃଷ୍ଣ ହାଇସ୍କୁଲରେ ଭାଷା ହିଁ ଭବିଷ୍ୟତ କାର୍ଯ୍ୟକ୍ରମ 

masiha

ରାଇଘର ବ୍ଲକରେ ମନରେଗା ଯୋଜନା , ଖୁଲମ୍ ଖୁଲା ଚାଲିଛି ମେସିନ କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!