ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାସନର ଚଢ଼ାଉ,ଦୋକାନରୁ ତମାଖୁ ଜବତ 

ପ୍ରଶାସନର ଚଢ଼ାଉ,ଦୋକାନରୁ ତମାଖୁ ଜବତ 

ଆସିକା ,୨୬/୫/୨୬ (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ରାଜସ୍ୱ, ଯୋଗାଣ,ସ୍ଵାସ୍ଥ୍ୟ ଓ ପୋଲିସ ବିଭାଗ ପକ୍ଷରୁ ଆଜି ମିଳିତ ଭାବରେ ଧରାକୋଟ, ମୁଣ୍ଡମରାଇ, ତାଳପାଟଣା ଓ ଜାନବିଲି ର ବିଭିନ୍ନ ଦୋକାନ ଉପରେ ଚଢାଉ କରାଯାଇ ବିଭିନ୍ନ ଗୁଟଖା ଓ ପୁଡିଆ ଜବତ କରାଯାଇଛି । ଏହି ଚଢାଉରେ ତହସିଲଦାର ଲମ୍ବୋଦର ମାରାଣ୍ଡି,ଡାକ୍ତର ସଚ୍ଚିଦାନନ୍ଦ ବିଷୋୟୀ, ଡାକ୍ତର ଶଙ୍କର ନାରାୟଣ ବେହେରା, ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ଏ ଏସ ଆଇ ରାଜେନ୍ଦ୍ର ରାଉତ, ସୁପର ଭାଇଯର ସୁଜ୍ଞାନୀ ବେହେରା, ରାଜସ୍ୱ ନିରୀକ୍ଷକ ମନୋଜ ମାଝି ପ୍ରମୁଖ ସାମିଲ ହୋଇଥିଲେ। ତମାଖୁ ମୁକ୍ତ ସମାଜ ଗଠନ ପାଇଁ ଆଗକୁ ଏପରି ଚଢ଼ାଉ କାର୍ଯ୍ୟକ୍ରମ ଜାରି ରହିବ ବୋଲି ତହସିଲଦାର ପ୍ରକାଶ କରିଛନ୍ତି।

Related posts

ଫୁଲଝରଣ ରେ ଆଦିବାସୀ ଭବନ ଉଦଘାଟିତ 

masiha

ଦିବ୍ୟାଙ୍ଗ ନିମନ୍ତେ ବ୍ଲକ ସ୍ଥରୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

masiha

୧- କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା ମେଳା ,୨- ଗାଁ ନିକଟ ତେନ୍ତୁଳି ଗଛ ରେ  ଝୁଲନ୍ତା ମୃତଦେହ ଉଦ୍ଧାର , ୩- ତିନି ଦିନିଆ ଶ୍ରୀ ଗୁରୁଙ୍କ ଜନ୍ମ ଉତ୍ସବ ଓ ନାମ ଆରମ୍ଭ ପୂଜା 

masiha

Leave a Comment

error: Content is protected !!