ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ଯୁତ୍ ସ୍ପର୍ଶରେ ମହିଳା ମୃତ 

ବିଦ୍ଯୁତ୍ ସ୍ପର୍ଶରେ ମହିଳା ମୃତ 

ରାଇରଙ୍ଗପୁର – ୨୬/୦୫ — ରାଇରଙ୍ଗପୁର‌ଟାଉନଥାନା ଅନ୍ତର୍ଗତ ପୌରାଞ୍ଚଳର ୧୩ ନମ୍ବର ୱାର୍ଡର ସିଗନାଲସାହିରେ ଜନୈକ ମହିଳାଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ମୃତ୍ଯୁ ହୋଇଛି ।ସୂଚନା ଯୋଗ୍ୟ ଶ୍ରବଣ ଦାସଙ୍କ ପତ୍ନୀ ଯଵା ଦାସ(୨୬) ଖରାବେଳେ ଘରର ସୁଇଚ ବୋର୍ଡରେ ହାତ ମାରୁଥିବା ବେଳେ ବିଦ୍ୟୁତ ଜନିତ ଦୁର୍ଘଟଣାରେ ଶିକାର ହୋଇଥିଲେ ।ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ଅଣା ଯାଇଥିଲା ।ଡାକ୍ତର ମୃତ ଘୋଷଣା କରିଥିଲେ ।ରାଇରଙ୍ଗପୁର ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।ମହିଳାଙ୍କର ୧୨ ବର୍ଷର ପୁଅ ଏବଂ ୬ ବର୍ଷର ଝିଅଟିଏ ଅଛି ।ମା’କୁ ହରାଇ ଛୁଆ ଦୁଇଟି କାନ୍ଦି କାନ୍ଦି ଗଡ଼ି ଯାଉଛନ୍ତି ।ଗାଁରେ ଶୋକାକୁଳ ପରିବେଶ ହୋଇଛି ।ମହିଳା ଜଣକ ଟାଟା ପାଓ୍ଵାରରେ ଖଲାସି ଭାବେ କାମ କରୁଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ଵାଳ

Related posts

ନବରଙ୍ଗପୁର ଭାରତୀୟ ମଜଦୁର ସଂଘ ତରଫରୁ ଶ୍ରମ ସଚିବ ଙ୍କ ପାଖରେ ଫେରାଦ 

Sunil Chandra Nayak

ପ୍ରସିଦ୍ଧ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ବୈଠକ

Sunil Chandra Nayak

ପାଟଣାଗଡ ଉପଖଣ୍ଡ ସ୍ତରୀୟ ଲୋକଉତ୍ସବ ଅନୁଷ୍ଟିତ 

masiha

Leave a Comment

error: Content is protected !!