ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

କର୍ଲ।କୋଟରେ ଶନିଶ୍ଚର ମେଳା ଉଦଯାପିତ

ଜୁନାଗଡ଼, ୩୧/୫ ( ମନୀସ ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କର୍ଲ।କୋଟ ଗାଁ ରେ ଶନିଶ୍ଚର ମେଳା ଉଦଯାପିତ ହୋଇଯାଇଛି ।ଏଥିରେ ମୁଖ୍ୟ ପୂଜକ ଭାବେ ଅଜିତ ପୁରୋହିତ ପୂଜାର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବେ କୁବେର ଚଳାନ ଓ ତାଙ୍କ ପତ୍ନୀ ସୁନୟନ। ଚଳାନ ଦାୟିତ୍ୱ ଗ୍ରହଣ କରିଥିଲେ ।ଉଦଯାପିତ କାର୍ଯ୍ୟକ୍ରମ ରେ ଗ୍ରାମର ଶତାଧିକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।ଏଥିରେ ତାରାପୁର ଟେମରିଆ ପଡାର ସଂକୀର୍ତ୍ତନ ଦଳ ଯୋଗଦାନ କରି ଶନିଶ୍ଚର ମେଳା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।କାର୍ଯ୍ୟକ୍ରମରେ ଗୋପୀନାଥ ଶବର , ଶଙ୍କର ଶବର ,ଡମ୍ବରୁ ଶବର ,ପ୍ରଶାନ୍ତ ପଣ୍ଡା ଙ୍କ ସହଯୋଗରେ ସଂକୀର୍ତ୍ତନ ନୃତ୍ୟ ପରିବେଷଣ କରିଥିଲେ ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ରକୁ ଉଦଘାଟନ କଲେ ତହସିଲଦାର 

masiha

ଅଧାପନ୍ତରିଆ ଡ୍ରେନ,ଘରେ ପଶିଲା ବର୍ଷା ପାଣି, ପ୍ରତିବାଦ ରେ ଗ୍ରାମବାସୀ ଙ୍କ ରାସ୍ତା ରୋକ

ଚଳିତ ଖରିଫ୍ ଋତୁର ରୁପ୍ରା ଧାନମଣ୍ଡି ଶୁଭାରମ୍ଭ, ପ୍ରଥମ ଦିନରେ ଉଠିଲା ଦୁଇଟି ଚାଷୀଙ୍କ ୧୦୫ କ୍ୱିଣ୍ଟାଲ୍ ୨୯ କେଜି ଧାନ  

masiha

Leave a Comment

error: Content is protected !!