ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ୧ ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ‘ଓଜନ ଉତ୍ସବ” ଅନୁଷ୍ଠିତ

ଥୁଆମୂଳ ରାମପୁର:୧୪/୫- ମ.ନି.ସ:-ଥୁଆମୂଳ ରାମପୁର ବ୍ଳକ ସଦରମହକୁମା ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ର ଠାରେ ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ “ଓଜନ ଉତ୍ସବ” ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଥୁଆମୂଳ ରାମପୁର ସ୍ବାସ୍ଥ୍ୟ ବିଭାଗ ଏଏନଏମ ଶ୍ରୀମତୀ ଜାମିନୀ ନାଏକ ଯୋଗଦେଇ ଉଦଘାଟନ କରିଥିଲେ। ଚଳିତ ମାସ ୧୩ ଓ ୧୪ ତାରିଖ ଦୁଇଦିନ ହୋଇଥିବା ଉଜନ ଉତ୍ସବରେ ଜନ୍ମରୁ ପାଞ୍ଚ ବର୍ଷର ୮୦ ଜଣ ଶିଶୁଙ୍କର ଓଜନ କରାଯାଇଥିଲା। ଓଜନ ଉତ୍ସବ ପାଳନ ଅବସରେ ଶିଶୁ ଓ ଅବିଭାବକଙ୍କ ଏକତ୍ରିତ ମିଳନର ଏକ ସୁନ୍ଦର ପରିବେଶର ସୃଷ୍ଟି ହୋଇଥିବା ଦୃଷ୍ଟି ଆକର୍ଷଣ କରିଥିଲା। କେନ୍ଦ୍ର ଦାୟତ୍ବରେ ଥିବା ଅଙ୍ଗନବାଡି କର୍ମୀ ଶ୍ରୀମତୀ ରାଜକୁମାରୀ ଛତ୍ରୀଆ ଓ ଅଙ୍ଗନବାଡି ସହାୟୀକା ଶ୍ରୀମତୀ ସୁରେଖା ନାଏକ ଉପସ୍ଥିତ ରହି ଓଜନ ଉତ୍ସବକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ହୃଦ୍ ଘାତରେ ପରଲୋକ….ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

କୁଶୁର୍ଲାରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

Sunil Chandra Nayak

ପୌର ନର୍ବାଚନ ପାଇଁ ଅଧିକାରୀ ଙ୍କୁ ତାଲିମ୍ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!