ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧରାକୋଟରେ ନୂଆ ବିଇଓ 

ଧରାକୋଟରେ ନୂଆ ବିଇଓ 

ଆସିକା, ୨୬/୬/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ସୁଜିତ କୁମାର ପାଢ଼ୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏଠାରେ କାର୍ଯ୍ୟରତ ବି ଇ ଓ ରମେଶ ଚନ୍ଦ୍ର ସାହୁ ଅବସର ଗ୍ରହଣ ପରେ ଏହି ପଦବୀ ଖାଲି ପଡିଥିଲା । ଆଜି ନୂଆଁ ବି ଇ ଓ କାର୍ଯ୍ୟାଳୟକୁ ଆସି ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ବି ଆର ସି ସି ସୌରି ଶଙ୍କର ବେହେରା, ଏ ବି ଇ ଓ ବିଭୁତି ଭୂଷଣ ପାତ୍ର, ସି ଆର ସି ସି ଅଜିତ ସାହୁ, ଗୌରୀ ଶଙ୍କର ଶତପଥି, ସନ୍ୟାସୀ ସେଠୀ,ପ୍ରମୋଦ ସେଠୀ, ଆର କୁଲଦୀପ,ପ୍ରଭାତ କିରଣ ସାହୁ,ଜଗନ୍ନାଥ ପଢିହାରୀ,କିରଣ ବାଳା ନାୟକ,ଶର୍ମିଷ୍ଠା ପାତ୍ର,ବି ଆର ଟି ସୀତାକାନ୍ତ ପଣ୍ଡା ଙ୍କ ସମେତ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସ୍ୱାଗତ କରିଥିଲେ। ଏହି ଅବସରରେ ବି ଇ ଓ ସରକାରୀ ଡାକ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ର ସଫଳତା , ବିଦ୍ୟାଳୟରେ ସାବଲୀଳ ଶିକ୍ଷାଦାନ ଏବଂ ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ ।

Related posts

ରାଜ୍ୟ ଜୀବେ ନିଷ୍ଠୁରତା ନିରୋଧ ସମିତିର ସଚେତନତା କର୍ମଶାଳା

Sunil Chandra Nayak

ଡାବୁଗାଁ ବଡଦିନ ପାଳିତ

Sunil Chandra Nayak

ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳି ପାଲଟିଛି ରେଙ୍ଗାଳପାଲି ଯାତ୍ରୀ ବିଶ୍ରାମଗାର, ପୋଲିସ ପେଟ୍ରୋଲିଂ ଦାବି

Sunil Chandra Nayak

Leave a Comment

error: Content is protected !!