ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଛଧରା ଜାଲରେ ପଡିଲା ନବଜାତକ ଶିଶୁ ର ମୃତଦେହ

କୋକସରା-୧୬/୦୫ (ମ ନି ସ) କୁସୁମଖୁଣ୍ଟି ନିକଟସ୍ଥ ଇନ୍ଦ୍ରାବତୀ ବାମ କେନାଲ ରୁ ନବଜାତକ ଶିଶୁ ର ମୃତଦେହ ଠାବ ହୋଇଛି। ସୋମବାର ମଧ୍ୟାହ୍ନ ରେ କୁସୁମଖୁଣ୍ଟି ଗ୍ରାମର କିଛି ଲୋକ କେନାଲ ରେ ଜାଳ ପକାଇ ମାଛ ଧରୁଥିବା ସମୟରେ ମାଛ ଧରା ଜାଳ ରୁ ଏକ ନବଜାତକ ଶିଶୁପୁତ୍ର ର ମୃତଦେହ ଠାବ ହୋଇଥିଲା। ତେବେ କେଉଁ କାରଣ କୁ ନେଇ ଜନ୍ମିତ ଶିଶୁ କୁ କେହି ଫିଙ୍ଗି ଦେଇଛି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ, ଅବାଞ୍ଛିତ ପ୍ରେମ ସମ୍ପର୍କ କିମ୍ବା କୁମାରୀ ମାତୃତ୍ୱ ଲୋକଲଜ୍ଜ୍ୟା ଭୟ ରେ କେହି ଯୁବତୀ, ମହିଳା କିମ୍ବା ତାଙ୍କ ସମ୍ପର୍କୀୟ ହୁଏତ ନବ ଜାତକ କୁ ଫିଙ୍ଗି ଦେଇଥିବା ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଘଟଣା କୁ ନେଇ ମୋଟେର ଫାଣ୍ଡି ଅଧିକାରୀ ଅଜୟ ନାଏକ ଙ୍କୁ ପଚାରିବାରୁ ଆମ ପାଖରେ କିଛି ଖବର ନାହିଁ ବୋଲି କହିଛନ୍ତି।

Related posts

ଇନ୍ଦ୍ରାବତୀ ପ୍ରକଳ୍ପ ଡାକ୍ତରଖାନା କୁ କ୍ରିୟାଶୀଳ କରିବାକୁ ଆନ୍ଦୋଳନ ପାଇଁ ସଜବାଜ

Sunil Chandra Nayak

ଶାସକ , ବିରୋଧୀ ନେତା ଙ୍କ ସମେତ ବନ ବିଭାଗ ଦ୍ଵାରା ଗଠିତ ବନ ସୁରକ୍ଷା ସମିତି ପକ୍ଷରୁ ସରକାରୀ ଜମିରେ ଆଦିବାସୀମାନେ ଲଗାଇଥିବା ମକା ଫସଲକୁ କଲେ ନଷ୍ଟ

Sunil Chandra Nayak

କବିତା – ଜାଗରଣ

Sunil Chandra Nayak

Leave a Comment

error: Content is protected !!