ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାଇରଙ୍ଗପୁର ରେ ମହାପ୍ରଭୁମାନଙ୍କ ଉ ରଥାରୁଢ଼ ପାଇଁ ପୂଜାର୍ଚ୍ଚନା

ରାଇରଙ୍ଗପୁର ରେ ମହାପ୍ରଭୁମାନଙ୍କ ଉ ରଥାରୁଢ଼ ପାଇଁ ପୂଜାର୍ଚ୍ଚନା

ରାଇରଙ୍ଗପୁର – ୧୮/୦୭  ଆଜି ପବିତ୍ର ଆଷାଢ ମାସ ଦିତୀୟା ।ଏହି ଦିବସରେ ମହାପ୍ୟଭୁ ରତ୍ନବେଦୀ ରୁ ଯାଇ ରଥାରୁଢ଼ ହୋଇ ଭକ୍ତମାନଙ୍କୁ ଦର୍ଶନ ଦିଅନ୍ତି ।ମନ୍ଦିରରେ ବିଦେଶୀ,ଖ୍ରୀଷ୍ଟିଆନ ଏବଂ ମୁସଲମାନ ଲୋକମାନଙ୍କୁ ପ୍ରବେଶ ମନା ।କିନ୍ତୁ ସେମାନେ ବି ତ ଜଗା ପ୍ରେମୀ ।ତେଣୁ ମହାପ୍ରଭୁ ଆଜିର‌ଦିନରେ ଦିଅଁରୁ ବାହାରି ରଥାରୁଢ଼ ହୋଇ ଜାତି,ବର୍ଣ,ଧର୍ମ ସମସ୍ତଙ୍କୁ ଦରଶନ ଦିଅନ୍ତି ।ତେଣୁ ଆଜି ସକାଳ ୬ ଠାରୁ ମଙ୍ଗଳ ଆଳତୀ,,ମଇଲମ,ତଡପଲାଗି,ରୋଷ,ହୋମ ଓ ସୂର୍ଯ୍ୟପୂଜା ଓ ଦ୍ଵାରପାଳ ପୂଜା କରାଯାଇଥିଲା ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ପୂଜାକାର୍ଯ୍ୟ ତୁଲାଇଥିବା ବେଳେ କର୍ତ୍ତାଭାବରେ ଦେବୋତ୍ତର ବିଭାଗ ଅଧ୍ୟକ୍ଷ ଵାମନଘାଟୀ ଉପଜିଲ୍ଲାପାଳ ଉଗ୍ରସେନ ଓରାମ ଦାୟିତ୍ବ ନିଭାଇଥିଲେ ।ପରେ ୯ କଲାପରେ ମହାପ୍ରଭୁମାନଙ୍କ ଉ ସେଵାୟତମାନେ ଗୋଟି ପହଣ୍ଡିରେ ରଥାରୁଢ଼ କରାଇଥିଲେ ।ସମଗ୍ର ଅଞ୍ଚଳ ଜଗନ୍ନାଥ ମଧ୍ୟ ହୋଇ ଯାଇଥିଲା ‌।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମହା ଶିବରାତ୍ରି ଅବସରରେ ଚଳ ଚଞ୍ଚଳ ବିଭିନ୍ନ ଶୈବପୀଠ,ରୁପ୍ରା ଖମ୍ୱପଡା ବିଶେଶ୍ୱର ମହାଦେବଙ୍କ ମନ୍ଦିରରେ ରାତି ୧୦ଟା ରେ ଉଠିଲା ମହାଦୀପ

Sunil Chandra Nayak

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

ଗୁରୁ ପୁର୍ଣିମା ଉପଲକ୍ଷେ ସାଇ ମନ୍ଦିର ଠାରେ ଅନ୍ନ ପ୍ରସାଦ

Leave a Comment

error: Content is protected !!