ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ – ବିକାଶ ପୁରୁଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ

ଢେଙ୍କାନାଳ -: ଓଡ଼ିଶା ସରକାରଙ୍କ ଖଣି ମନ୍ତ୍ରଣାଳୟ ତରଫରୁ ସମଗ୍ରଭାରତବର୍ଷ ରୁ ଏକମାତ୍ର ପ୍ରତିନିଧି ରୂପେ ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଦକ୍ଷିଣ ଆଫ୍ରିକା କୁ ସାତ ଦିନିଆ ଗସ୍ତ ରେ ଯାଇଛନ୍ତି । ସୂଚନା ରୁ ପ୍ରକାଶ ଯେ ଦକ୍ଷିଣ ଆଫ୍ରିକା ର କେପ ଟାଉନ ଆୟୋଜିତ ସମ୍ମିଳନୀ ରେ ଯୋଗ ଦେଇ ସମଗ୍ରଭାରତ ପାଇଁ ବିକାଶ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଚୁକ୍ତିନାମା ରେ ସ୍ବାକ୍ଷରିତ କରିଛନ୍ତି। ଯାହା କି କାମାକ୍ଷା ନଗର ଅଞ୍ଚଳ ପାଇଁ, ଜିଲ୍ଲା ପାଇଁ, ସର୍ବୋପରି ଆମ ରାଜ୍ୟ ଓ ସମଗ୍ର ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ବିକାଶ ପୁରୁଷ ଙ୍କ ମହନୀୟ ଉଦ୍ୟମ ଓ ବିକଶିତ ରାଷ୍ଟ୍ର ଗଠନ ର ଲକ୍ଷ୍ୟ ଆଭିମୂଖ୍ୟ କୁ ନେଇ ରାଜ୍ୟ ବାସୀ, ଓ ବୁଦ୍ଧିଜୀବୀ ସମୂହ ଶୁଭେଚ୍ଛା ଦେବା ସହିତ ଗସ୍ତ କାର୍ଯ୍ୟକ୍ରମ ର ସଫଳ କାମନା କରି ଛନ୍ତି।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ 

Sunil Chandra Nayak

ଛାତ୍ରଛାତ୍ରୀଙ୍କ ସହିତ ମାଉଣ୍ଟ ଏଭରେଷ୍ଟ ଯାତ୍ରାର ଅନୁଭୂତି ବାଣ୍ଟିଲେ ଯୋଗବ୍ଯାସ

ରାଉରକେଲା – ଗ୍ରୀଷ୍ମକାଳୀନ କରାଟେ ଶିବିର ଉଦଯାପିତ ଓ ପ୍ରମାଣ ପତ୍ର ବଣ୍ଟନ

Sunil Chandra Nayak

Leave a Comment

error: Content is protected !!