ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ମା’କାଳିଜାଇ

ମା’କାଳିଜାଇ

ରାଗ-ନଟବାଣୀ/ବିଭାସ କେଦାର

ଚନ୍ଦ୍ରକଳା ଦେବୀ,ବନ୍ଧୁଗାଁ,କୋରାପୁଟ

ଉତ୍କଳ’କମଳା’ଚିଲିକା’ସୌନ୍ଦର୍ଯ୍ୟା’
ନୀଳମ୍ବୁ’ଚିଲିକା’ ବିହଙ୍ଗ’ସୁରମ୍ୟା’ ||
ମରାଳ’ମାଳିନୀ’ଚିଲିକା’ହ୍ରଦରେ’
ବିହଙ୍ଗ’ବିହାର’ତୋହରି’ବକ୍ଷରେ’ ||
ବିବିଧ’ବିହଙ୍ଗ’ ଚଢେଇ’ ଗୁହାରେ’
ଐଶ୍ଚର୍ଯ୍ୟ’ବର୍ଦ୍ଧନ’କରନ୍ତି’ତୋହରେ’ ||
କେଶରୀ’ବାହିନୀ’ଅଟନ୍ତି’ମାକାଳୀ’
ସର୍ବଦା’ ଆଶିଷ’ ଦିଅନ୍ତି’ ସେଢାଳି ||
ମନ୍ଦାର’ ଫୁଲରେ’ ଦିଶନ୍ତି’ ସୁନ୍ଦର’
ମକର’ସଂକ୍ରାନ୍ତି’ ପ୍ରିୟଯେ’ତାଙ୍କର’||
ମାଆଙ୍କ’ ବିଗ୍ରହ’ ସମ୍ପୂର୍ଣ୍ଣ’ ସିନ୍ଦୂର’
ଲହ ଲ’ହ ଜିହ୍ୱା’ଆଖିତା’ରୌପ୍ୟର’||
କଳା ଶା’ଢ଼ୀ ଚୂଡ଼ି’ସିନ୍ଦୂରେ’ଶୋଭିତ’
ମସ୍ତକେ’ରହିଛି’ ରୌପ୍ୟର’କୀରଟ’||
କୀରଟ’ଶୋଭିତ’ଅନେକ’ମୁଦ୍ରାରେ’
ଜାଇଙ୍କ’ ବିଗ୍ରହ’ ଦକ୍ଷିଣ’ ପାର୍ଶ୍ଵରେ’ ||
ମାଆ ରା’ମଚଣ୍ଡୀ’ଶୋଭିତ’ବାମରେ’
ତିନି ଥ’ର ଭୋଗ’ ହୁଅଇ’ ଦିବାରେ’||
ପ୍ରଭାତ’ଭୋଗରେ’ଉଖୁଡା’ଲାଗିରେ’
ଭାତ ତ’ରକାରୀ’ମଧ୍ୟାନ୍ନ’ଭୋଗରେ||
ସାୟଂରେ’ଦେବୀଙ୍କୁ’ ଉଖୁଡା’ଅର୍ପଣ
ଏପରି’ ତ୍ରିଭୋଗ’ କରନ୍ତି’ ପ୍ରଦାନ ||
ଗଜା ମୁ’ଆଁ ଆଉ’ ନଡ଼ିଆ’ କଦଳୀ’
ମାଆଙ୍କ’ପୀଠରେ’ଲାଗଇ’ଦୀପାଳୀ’||
ସମ୍ମୁଖେ’ ରହିଛି’ ଛୋଟିଆ’ ମଣ୍ଡପ’
ମନ୍ଦିରେ’ ଅଛନ୍ତି’ ସ୍ୱତନ୍ତ୍ର’ ପୂଜକ’ ||
ଭାଲେରି’ସୋଲେରୀ’ଜଟିଆ’ପାହାଡ଼’
ଚିଲିକା’ ସୌନ୍ଦର୍ଯ୍ୟ’ କରଇ’ ବର୍ଦ୍ଧନ’ ||
ଚିଲିକା’ସୌନ୍ଦର୍ଯ୍ୟ’ଅତୀବ’ମାଧୁର୍ଯ୍ୟ’
ପ୍ରତ୍ୟକ୍ଷ’ ଦର୍ଶନ’ ଦିଅଇ’ ଆନନ୍ଦ ||
ଆପଦେ’ବିପଦେ’ହେଉତୁ’ସହାୟ’
ଆଶ୍ରିତ’ ଭକ୍ତକୁ’ ଦେଉମା’ ଅଭୟ’ ||
ତ୍ରିତାପ’ ହାରିଣୀ’ ଶକତି’ ରୂପିଣୀ’
କଲ୍ୟାଣ’ଦାୟିନୀ’ ବିପଦ’ ରକ୍ଷିଣୀ’ ||
ଚିଲିକା’ମଧ୍ୟରେ’ ନାବଯେ’ ବାହଇ’
ସରବ’ ପ୍ରଥମେ’ ମାଆଙ୍କୁ’ ସ୍ମରଇ ||
ପ୍ରତ୍ୟକ୍ଷ’ଦେବତା’ମାଆ କା’ଳିଜାଇ’
ସରବ’ ଵିପଦୁ’ ସଭିଙ୍କୁ’ ତାରଇ’ ||

Related posts

ରୁକେୟା ଜବିନ୍ ଙ୍କ କବିତା କାହିଁକି

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବାହୁଡା଼ ବେଳ

Sunil Chandra Nayak

ଉତ୍କେଲାରେ ସରପଞ୍ଚ ନରେନ୍ଧ୍ର ମାଝି ସମିତିସଭ୍ୟ ତ୍ରିନାଥ ମାଝି ବିଜୟ

Sunil Chandra Nayak

Leave a Comment

error: Content is protected !!