ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଲିସ ସଚେତନତା ଶିବିର ଅନୁଷ୍ଠିତ

ଉତ୍କେଲା,୧୩/୦୬, (ମ ନି ସ  ),କେସିଙ୍ଗା ଥାନା ଉତ୍କେଲା ହାଇସ୍କୁଲ ପ୍ରାଙ୍ଗଣରେ ଉତ୍କେଲା ଜନତା ଓ ପୋଲିସ ମିଳିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କେସିଙ୍ଗା ଆଇ ଆଇ ସି ସତ୍ୟ କୁମାର ନନ୍ଦ ଉତ୍କେଲା ଫାଣ୍ଡି ଅଧିକାରୀ ପ୍ରେମରାଜ କଅଁର ଙ୍କ ଆବାହକରେ ଉତ୍କେଲା ର ସରପଞ୍ଚ ନରେନ୍ଧ୍ର ମାଝି,ସମିତିସଭ୍ୟ ତ୍ରିନାଥ ମାଝୀ ସମେତ ବସନ୍ତ ପୁରୋହିତ,ରୁପଚାନ୍ଧ ଜୈନ,ରମେଶ କୁମ୍ବାର,ପୁର୍ଣଚନ୍ଧ୍ର ପୁଟେଲ,ରାଜୁ ଅଗ୍ରଓ୍ବାଲ,ନବକିଶୋର ନାଏକ,ପବନ କୁମାର ଜୈନ, ପ୍ରମୁଖ ଯୋଗ ଦେଇଥିଲେ। ପୋଲିସ ଓ ଲୋକଙ୍କ ମଧ୍ୟରେ ସୁସଂପର୍କ ରଖି ସବୁବେଲେ ପରସ୍ପର ସହଯୋଗ କରି ଅଞ୍ଚଳରେ ଶାନ୍ତିି ଆଣିବା, ମଦ,ସଟ୍ଟା କାରବାର ହିସାଂ ମୁଳକ କାର୍ଯ୍ୟକଲାପ ଗୁଡିକୁ ମିଳିତ ହୋଇ ମୁଳପୋଛ କରିବା । ଅଞ୍ଚଳର ଶାନ୍ତିି ସ୍ଥାପନ ପାଇଁ ଉଭୟ ପୋଲିସ ଜନତା ମଧ୍ୟରେ ସହଯୋଗ ନିହାତି ଆବଶ୍ୟକ। ଏପରି ଅନେକ ସଚେତନତା ମୁଳକ ବାର୍ତା ପରସ୍ପର ମଧ୍ୟରେ ଆଦାନ ପ୍ରଦାନ ହୋଇଥିଲା।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ।

Related posts

ଶ୍ରମିକ ପାରିଶ୍ରମିକ ନ ପାଇ ଏସ:ଏଚ:ଜି ସଭାପତି ଙ୍କ ଘରେ ଲଗାଇଛି ଡେରା 

ଅବିନାଶ ମହାପାତ୍ର ଙ୍କ କବିତା – ଜୀବନ ଯୁଦ୍ଧ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ବିଶ୍ୱ ସଂସ୍କୃତ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!