ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ରେ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖା ଉଦ୍ଘାଟିତ

ଭବାନୀପାଟଣା,୨୧।୬/ ( ମ ନି ସ ) ବ୍ୟାଙ୍କ ଅଫ ମହାରାଷ୍ଟ୍ର ର ୩୦ ତମ ଶାଖା ଭବାନୀପାଟଣା ସ୍ଥିତ ଜାତୀୟ ରାଜପଥ ୨୬ କେସିଙ୍ଗା ରାସ୍ତା ରେ ଆଜି ଉଦ୍ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିନାଶ ଜୀ ଯୋଗ ଦେଇ ଏହି ମହା ବ୍ୟାଙ୍କ କୁ ଉଦ୍ଘାଟନ କରିଥିବା ବେଳେ ସଂମାନୀୟ ଅତିଥି ଭାବେ ଭବାନୀପାଟଣା ପୌରପରିଷଦ ର ଅଧ୍ୟକ୍ଷ୍ୟା ସଂଯୁକ୍ତା ବେହେରା ଓ ମହାରାଷ୍ଟ୍ର ବ୍ୟାଙ୍କର ଭୁବନେଶ୍ୱର ଜୋନାଲ ମ୍ୟାନେଜର ବିନୟ କୁମାର ଯୋଗଦେଇ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଆଗାମୀ ଦିନରେ କଳାହାଣ୍ଡି ଜନସାଧାରଣ ଙ୍କୁ ଗୁଣାତ୍ମକ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ସହ ସହଜ ବ୍ୟକ୍ତିଗତ ଲୋନ, ଗୃହ ଋଣ ଓ ସ୍ୱର୍ଣ୍ଣ ଋଣ ଯୋଗାଇଦେବ ବୋଲି ପ୍ରକାଶ କରିଥିଲେ । ବ୍ୟାଙ୍କ ଅଫ ମହାରାଷ୍ଟ୍ର ଭବାନୀପାଟଣା ଶାଖା ର ପ୍ରଭନ୍ଧକ ଶିବ ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୃହ ଋଣଉପରେ ୭.୩୦%,ସ୍ୱର୍ଣ୍ଣ ଋଣରେ ମାତ୍ର ୭.୭୦ପ୍ରତିଶତ ସୁଧରେ ଗ୍ରାହକଙ୍କୁ ଋଣ ଯୋଗାଇ ଦିଆଯିବ ଓ ୩ ଲକ୍ଷ ଋଣ ବାବଦରେ ମାଗଣା କାଗଜ ପତ୍ର ଚାର୍ଜ ରହିବ ବୋଲି ବୋଲି ପ୍ରକାଶ କରିଥିଲେ ।

Related posts

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମେଧାତାଲିକା ରେ ମଡେଲଡିଗ୍ରୀ କଲେଜର ଛାତ୍ରଛାତ୍ରୀ

Sunil Chandra Nayak

ଗୁପ୍ତ ଧନ ପାଇବା ଆଶାରେ ବାପାଙ୍କୁ ବଳୀ ଦେବା ଉଦ୍ୟମ – ଶେଷରେ ଜେଲ ଗଲା ପୁଅ

ଗୋଷ୍ଠୀ ସଂର୍ଘସ ରେ ଦୁଇ ଆହତ ୩ ଅଟକ

Sunil Chandra Nayak

Leave a Comment

error: Content is protected !!