ରାଉରକେଲା/ରାଉରକେଲା ଆଇନ ମହାବିଦ୍ୟାଳୟର ପରିସରରେ ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରା ଙ୍କ ଅଧ୍ୟକ୍ଷତାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ଡଃ ସଂପାଦିକା ମହାନ୍ତି,ଡଃ ପ୍ରଜ୍ଞା ପରମିତା ପଣ୍ଡା,ଅଧ୍ୟାପକ ତନ୍ମୟରାଜ ପାଢୀ, ଡଃ ଦ୍ବିବେନ୍ଦୁ କୁମାର ପଣ୍ଡା, ମନୋରଞ୍ଜନ ମହାନ୍ତି,ଲକ୍ଷ୍ମୀ ପ୍ରିୟା ସାହୁ,ନିତ୍ୟାନନ୍ଦ ବିଶୋଇ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ସହ ବୃକ୍ଷ ରୋପଣ କରିଥିଲେ ।
previous post