ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାକ୍ତର ହେବି ଗରିବ ମାନଙ୍କୁ ମାଗଣାରେ ଚିକିତ୍ସା ଦେବି

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ନାଇକୁଡି ପଂଚାୟତ ବାୟା ଗ୍ରାମର ଦୀନବନ୍ଧୁ ସାହୁଙ୍କ ଝିଅ ମଧୁସ୍ମିତା ସାହୁ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ସମୁଦାୟ 600 ମାର୍କ ରୁ 560 ମାର୍କ ରଖିଛନ୍ତି । ମଧୁସ୍ମିତା ଯାଜପୁରରେ ବାପା, ମାଆ ଓ ଛୋଟ ଭାଇଙ୍କ ସହିତ ରହୁଛନ୍ତି । ସେ ଯାଜପୁର ଟାଉନ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରରେ ଅଧ୍ୟୟନ କରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ A1 ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଭବିଷ୍ୟତରେ ସେ ଜଣେ ଡାକ୍ତର ହୋଇ ଲୋକ ମାନଙ୍କର ସେବା କରିବାକୁ ଲଖ୍ୟ ରଖିଛନ୍ତି । ସଫଳତାର ସେୟ ସେ ତାଙ୍କର ବାପା, ମା, ଜେଜେ ବାପା ଓ ଘରର ସମସ୍ତ ଗୁରୁଜନ ତଥା ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୁନାଗଡ଼ ନଗରପାଳ ନୂତନ ଜିଲ୍ଳାପାଳ ଙ୍କୁ ସାକ୍ଷାତ

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

Leave a Comment

error: Content is protected !!