ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

ଧର୍ମଗଡ: ୯/୭/୨୦୨୨  ଧର୍ମଗଡ ବ୍ଲକ ଛିଲିପା ଗ୍ରାମ ରେ ଥିବା ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ପରିସର ରେ ବନ ମହୋତ୍ସବ ପାଳନ ଉପଲକ୍ଷେ ବୃକ୍ଷରୋପଣ କାର୍ଯକ୍ରମ କରଯାଇଛି । ଏହି ଅବସର ରେ ପରିବେଶ ସୁରକ୍ଷା କୁ ନେଇ ଏକ ସଚେତନତା ସଭା କରାଯାଇଥିଲା । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଥୁରାମ ସା ଙ୍କ ସଭାପତିତ୍ବ ରେ ଏହି ସଭା ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ଗୋଷ୍ଠି ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ପ୍ରାଧାନୀ, ଫରେଷ୍ଟର ପାର୍ଥବ ମାଝୀ, ସ୍କୁଳ କମିଟିର ସଭାପତି ଶ୍ରୀଯୁକ୍ତ ପଣ୍ଡା , ବ୍ଲକ କୃଷି ଅଧିକାରୀ ଗଜାନନ ସା ପ୍ରମୁଖ ଯୋଗ ଦେଇ ବନ ମହୋସ‌ଵ ର ଉଦ୍ଦେଶ୍ଯ ଓ ବୃକ୍ଷ ରୋପଣ ର ଉପକାରିତା କୁ ନେଇ ନିଜ ନିଜ ର ବକ୍ତବ୍ୟ ମାନ ରଖି ଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ, କର୍ମଚରୀ ଓ ଛାତ୍ର ଛାତ୍ରୀ ଙ୍କ ଉପସ୍ଥିତିରେ ବୃକ୍ଷରୋପଣ କରା ଯାଇ ଥିଲା । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆଦିତ୍ୟ ନାରାୟଣ ପଣ୍ଡା ଧନ୍ଯବାଦ ପ୍ରଦାନ କାରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ 

Related posts

ଯୁବ ରେଡକ୍ରସ ପ୍ରବେଶକାଳୀନ ସଭା

Sunil Chandra Nayak

ବନ ବିଭାଗର ମନରେଗା ଅର୍ଥର ଦୁରୁପଯୋଗ 

Sunil Chandra Nayak

ଡ୍ରାଇଭର ମହାସଂଘ ପଦଯାତ୍ରା ଓ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!