ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଛ ପଡି ବାସିନୀ ଠାରୁ ବାମିନି ରାସ୍ତା ଠପ

ପାପଡାହାଣ୍ଡି,13/7, — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୋକିଆ ପଂଚାୟତ ବାସିନୀ ହାଟ ପଦା ନିକଟରେ ଥିବା ଏକ ବିରାଟ ଆମ୍ବ ଗଛ ପଡି ବାସିନୀ ଠାରୁ ବାମିନି କୁ ଯାତ ଯାତ ଠପ ହୋଇପଡିଛି | ଦୁଇ ଦିନ ହେଲା ଲଗାଣ ଲଘୁଚାପ ବର୍ଷା ସାଙ୍ଗକୁ ପବନ ହୋଇଥିଲା | ଏହି ସମୟରେ ପୋକଡା ହୋଇ ରହିଥିବା ଆମ୍ବ ଗଛ ଟି ମୂଳ ରୁ ଭାଙ୍ଗି ରାସ୍ତା ଉପରେ ପଡିଥିଲା | ଖବର ପାଇ ମୋକିଆ ସରପଞ୍ଚ ଜଗତ ଜୀବନ ନାୟକ ଓ ଯୁଗଳ ବିଶୋଇ ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ପରେ ଅଗ୍ନିଶମ ବିଭାଗ ପହଂଚି ଗଛ କାଟିବା ପରେ ୟାତ ୟାତ ସ୍ୱାଭାବିକ ହୋଇଥିଲା |

ସ୍ବପ୍ନଜିତ ପଟନାୟକ, ପାପଡାହାଣ୍ଡି ,ନବରଙ୍ଗପୁର 

Related posts

ଜନ ରଞ୍ଜନ ପ୍ରଧାନ ଙ୍କ କବିତା ପଦ୍ମ

ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ “ଗୀତା ଜୟନ୍ତୀ” ପାଳିତ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!