ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପତଂଜଳି ଯୋଗ ପୀଠ ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

ଭବାନିପାଟଣା -: ପତଂଜଳି ଯୋଗ ପୀଠ କଳାହାଣ୍ଡି ତରଫରୁ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ ଗୁରୁ ପୂର୍ଣ୍ଣିମା ଉତ୍ସବ ମହା ସମାରୋହ ରେ ପାଳନ ହୋଇଯାଇଛି ଆମର ଐତିହ୍ୟ ମହାନ୍ ଗୁରୁ ପରମ୍ପରା ଅନୁଯାୟୀ ଗୁରୁଦେବଙ୍କ ପ୍ରତି ଆଭାର ପ୍ରକଟ ପାଇଁ ମହର୍ଷି ବ୍ୟାସଦେବ ଙ୍କ ଜନ୍ମ ଜୟନ୍ତୀ ଦିନ ସମସ୍ତ ଅନୁଷ୍ଠାନ ଗୁରୁ ପୂଜନ କାର୍ଯକ୍ରମ ପାଳନ କରିଥାନ୍ତି ।ଯୋଗ ଏକ ବୈଦିକ ଜ୍ଞାନ ଏହା ସଦ ଗୁରୁ ଙ୍କ ଠାରୁ ଶିକ୍ଷା ଲାଭ ହୋଇ ଥାଏ ।ଏଣୁ ଗୁରୁଙ୍କୁ ବ୍ରହ୍ମା ବିଷ୍ଣୁ ମହେଶ୍ବର ଙ୍କ ସହ ସମାନ ଆସନ ଦିଆଯାଏ ଭାରତ ସ୍ବାଭିମାନ ଟ୍ରଷ୍ଟ ର ଡ଼ ବିଶ୍ବଜିତ ହୋତା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ସମାରୋହ ରେ ପତଞ୍ଜଳି ଯୋଗ ସମିତି କଳାହାଣ୍ଡି ର ସର୍ବଶ୍ରୀ ଅଶୋକ ମୁଣ୍ଡ ଶିଶିର ପାଟଯୋଶୀ ଗଜିନ୍ଦ୍ର ପାଢ଼ୀ ପଲିଶ୍ରୀ ପଟ୍ଟନାୟକ ସୁକାନ୍ତ ସାହୁ ମନୋରଞ୍ଜନ ପଣ୍ଡିତ ନାରାୟଣ ମୁଣ୍ଡ ଶୁଭ୍ରାଂଶୁ ସାହୁ ଶୁଭ୍ରାଂଶୁ ନନ୍ଦ ସଂଜୀବ ବେହେରା ନୀଳକଣ୍ଠ ବେହେରା ଏବଂ ଅନ୍ୟାନ୍ୟ କାର୍ଯକର୍ତା ଉପସ୍ଥିତ ଥିଲେ।

ଭବାନିପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

Related posts

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

Sunil Chandra Nayak

ମଣ୍ଡେଇ କ୍ରୀଡ଼ା କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ମାଆ

Sunil Chandra Nayak

Leave a Comment

error: Content is protected !!