ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀଗୁରୁ ପୂର୍ଣିମା ଉତ୍ସବ ପାଳିତ

ଭବାନୀ ପାଟଣା -: ତା୧୩/୭/୨୦୨୨ ରିଖ ବୁଧବାର ବ୍ୟାସ ପୂର୍ଣ୍ଣିମା ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବାଲାଜୀ ବିହାର ଭବାନୀପାଟଣା ଠାରେ ଗୁରୁ ପୂର୍ଣ୍ଣିମା ଉତ୍ସବ ବିଦ୍ୟାଳୟର ଛାତ୍ର ଛାତ୍ରୀ ତଥା ଗୁରୁଜୀ ଗୁରୂମା ଙ୍କ ଗହଣରେ ପାଳିତ ହୋଇ ଯାଇଛି। ବିଦ୍ୟାଳୟ ପରିସରରେ ଥିବା ଭାରତୀୟ ଶିକ୍ଷା, ସଂସ୍କୃତି ତଥା ଗୁରୁକୁଳ ପରମ୍ପରା ର ଆଦ୍ୟ ଗୁରୁ ବ୍ୟାସଦେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଉତ୍ସବରେ ଗ୍ରାମ ବିକାଶ ସଂଯୋଜକ ପୂର୍ବକ୍ଷେତ୍ର ର ଅଶୋକ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସଂସ୍କୃତି ସମ୍ପର୍କିତ ଗୁରୁ ମାନଙ୍କ ମହତ୍ତ୍ଵ ସଂପର୍କରେ ଭାଇ ଭଉଣୀ ମାନଙ୍କୁ ସୁନ୍ଦର ମାର୍ଗ ଦର୍ଶନ କରିଥିଲେ। ଉତ୍ସବ ଶେଷରେ ଶିଶୁ ବିଦ୍ୟା ମନ୍ଦିର ପରିଚାଳନା କମିଟି ସମ୍ପାଦକ ଅଶୋକ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

ଭବାନୀ ପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀଜଗନ୍ନାଥ ଜଣାଣ

Sunil Chandra Nayak

ଚାରି ବୃକ୍ଷ କୋଳରେ ଭଗବାନଙ୍କ ବିଭିନ୍ନ ଛବି, ସୌନ୍ଦର୍ଯ୍ୟକୁ ବଢ଼ାଇ କଳାକାର ଦେଲେ ରଙ୍ଗର ଚlତୁର୍ଯ୍ୟ 

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଚନ୍ଦନଲାଗି ବେଶ

Leave a Comment

error: Content is protected !!