ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲାପାଳ ଙ୍କ ଜୁନାଗଡ ବ୍ଲକ ଗ୍ରସ୍ତ , ଉରନୟନ କାର୍ଯ୍ୟ ର ସମୀକ୍ଷା

ଜୁନାଗଡ଼,୨୦/୭(ମ ନି ସ) କଳାହାଣ୍ଡି ଜିଲ୍ଲାପାଲ୍ ପି. ଅନ୍ୱେଷl ରେଡ୍ଡୀ ଜୁନାଗଡ ଅଞ୍ଚଳ ର ବିଭିନ୍ନ ଅଞ୍ଚଳ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ କାମର ତଦାରଖ କରି ସମୀକ୍ଷା କରିଥିଲେ l କଳାହାଣ୍ଡି ରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲାପାଲ୍ ବ୍ଲକ ର ପ୍ରଥମ ଗ୍ରସ୍ତ କାର୍ଯ୍ୟକ୍ରମ ରେ ଏହି ଅଞ୍ଚଳ ରେ ୫ ଟି ଅଧୀନ ର ଚାଲୁଥିବା ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟକ୍ରମ ରେ ପରିଦର୍ଶନ କରି ବଳଦିଆ ମାଳ, ଚିଚେଇଗୁଡା, ହlବସପୁର ,କୁଣ୍ଡାମାଲ,ମହିଚଲା ହାବସପୁର ପ୍ରଭୃତି ସ୍ଥାନରେ ଚାଲୁଥିବା କାର୍ଯ୍ୟକ୍ରମ ସହ ତନ୍ତୁ ବାୟ ସେବା ସମବାୟ ସମିତି ଯାଇ ତଦାରଖ କରି ବୁଣାକାର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ l ଏହା ପରେ ସ୍ତାନୀୟ ବ୍ଲକ କାର୍ଯ୍ୟାଳୟ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କରିଥିଲେ l ଏହି ସମୀକ୍ଷା ବୈଠକରେ ଜୁନାଗଡ ବିଡିଓ ଡୁଲା ରାମ ମାରାଣ୍ଡି , ତହସିଲଦାର ବେଦ ବ୍ୟାସ ଭୋଇ, ସି ଡି ପିଓ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଏବ୍ଂ ବିଭିନ୍ନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ବହୁମୂଖୀ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ ରେ ତାଲିମ ଶିବିର

Sunil Chandra Nayak

ତେରେସିଂହାରେ ନୂଆଁଖାଇ ଭେଟଘାଟ୍ ୨୦୨୨ ପାଳିତ 

Sunil Chandra Nayak

ସଜ୍ଜନ ଅଗ୍ରୱାଲଙ୍କୁ ଦେବଗିରି ସେବା ସମ୍ମାନ, ଲୋକକଳା ସମ୍ମାନ ପାଇବେ ଭୁବନେଶ୍ୱର ବାଗ

Sunil Chandra Nayak

Leave a Comment

error: Content is protected !!