ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଜପା ର ବିଜୟ ଉତ୍ସବ ପାଳନ 

କୋଷାଗୁମୁଡ଼ା ୨୩|୦୭|  ନବରଙ୍ଗପୁର ଜିଲ୍ଲା ବିଜେପି ପକ୍ଷରୁ କୋଷାଗୁମୁଡା ସଦର୍ ମହକୁମା ରେ ନବନିର୍ବାଚିତ ରାଷ୍ଟ୍ରପତି ଙ୍କ ବିଜୟ ଉତ୍ସବ ପାଳନ କରାଯାଇଥିଲା I ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ପଦଯାତ୍ରା କରି ସହର ପରିକ୍ରମା କରିଥିଲେ l ଭାଜପା ଦଳ ପକ୍ଷରୁ ବିଭିନ୍ନ ପ୍ରକାର ନାରାବାଜି ବାଣ ଫୁଟାଇ ଉତ୍ସବ ପାଳନ କରାଯାଇଥିଲା l ଜଣେ ଆଦିବାସୀ ମହିଳାଙ୍କୁ ପ୍ରଧାନ ମନ୍ତ୍ରୀ ପ୍ରଥମ ନାଗରିକ କରିଥିବା ରୁ ପ୍ରଧାନମନ୍ତ୍ରୀ ଙ୍କୁ ବ୍ଳକ ବିଜେପି ପକ୍ଷରୁ କୃତଜ୍ଞତା ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମ ରେ ରାଜ୍ଯ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଜିଲ୍ଲା ସମ୍ପାଦକ ସିମାଞ୍ଚଳ ବିଶୋଇ,,ପଦ୍ମନ ନାୟକ ସନ୍ତୋଷ କୁମାର ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ହରେ କୃଷ୍ଣ ପ୍ରଧାନ,ଟୂକୁ ପଟ୍ଟନାୟକ, ଗୁରୁବାରୁ ,ବାବୁଲା ଦାସ, ଧନୁର୍ଜୟ ବେହେରା ,ମୋହନ ରାଓ, ମୁରଲୀ, ସୁଧାଂଶୁ ପ୍ରଧାନ, ଶିବ ନାୟକ, ଓ ବିଜେପି ଦଳ ର ସଦସ୍ୟ ମାନେ ଉପସ୍ଥିତ ଥିଲେ I

କୋଷାଗୁମୁଡ଼ା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

Related posts

ସାଇ ସେବକ ବାନାମ୍ବର ଜେନାଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳ ର ବିଭିନ୍ନ ମହଲରେ ଶୋକ ର ଛାୟା ଖେଳିଯାଇଛି

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ହୃଦୟର ଜଣାଣ

Sunil Chandra Nayak

ଖଳାରେ ଗଦା ହେଲାଣି ଧାନ ମଣ୍ଡି ଖୋଲିବା ରେ ବିଳମ୍ବ 

Sunil Chandra Nayak

Leave a Comment

error: Content is protected !!