ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢ଼େଙ୍କାନାଳ।,-: ଆଜି ତା 25-07-2 2ରିଖ ସୋମବାର ଦିନ ବିଶ୍ବ ହିନ୍ଦୁ ପରିଷଦର ଜିଲ୍ଲା ବୈଠକ ସ୍ଥାନୀୟ ଯାଉଁଳି ପୋଖରି ମଠ, ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଛି। ଉକ୍ତ ବୈଠକ ରେ ଉପସ୍ଥିତ ବିଶ୍ଵ ହିନ୍ଦୁ ପରିଷଦ (ପୂର୍ବ) ପ୍ରାନ୍ତ ସମ୍ପାଦକ ମାନନୀୟ ଶ୍ରୀ ମହେଶ ସାହୁ ( ସୋନି ଜୀ) ବିଭିନ୍ନ ସାଙ୍ଗଠନିକ ପ୍ରଣାଳୀ ଉପରେ ଆଲୋକପାତ କରିଥିଲେ । ପ୍ରାନ୍ତ ସଂରକ୍ଷକ ଶ୍ରୀ ଶରତ କୁମାର ଷଡଙ୍ଗୀ, ଜିଲ୍ଲା ସଭାପତି ଶ୍ରୀ ଅଞ୍ଜନ କୁମାର ହୋତା, ଉପସଭାପତି ଅକ୍ଷୟ କୁମାର ନାଥ, ଶ୍ରୀ ରତ୍ନ ଭୂଷଣ ସାହୁ, ସମ୍ପାଦକ ଶ୍ରୀ ଉମେଶ ଚନ୍ଦ୍ର ରାଉତ, କୋଷାଧକ୍ଷ ଶ୍ରୀ ମନୋରଞ୍ଜନ ସାହୁ, ମୁରଲୀଧର ସ୍ୱାଇଁ, ଗୋଲଖ ବିହାରୀ ନାୟକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଆଗାମୀ ଦିନରେ ଆହୁରି ଉନ୍ନତ ମାନର କାମ କରିବାକୁ ପ୍ରସ୍ତୁତି ଆରମ୍ଭ କରାଯିବ ବୋଲି ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରାଗଲା।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଦୂର ହେଲା ପାଣି ନିଷ୍କାସନ ସମସ୍ୟା, ଖୁସିହେଲେ ଆନ୍ଦୋଳନକାରୀ

Sunil Chandra Nayak

ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

Leave a Comment

error: Content is protected !!