ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

ଢେଙ୍କାନାଳ : କାମାକ୍ଷାନଗର ବ୍ଲକର ତୁମୁସିଂହା ଥାନା ଅନ୍ତର୍ଗତ ଗୋଦରବିଲି ଗ୍ରାମର କାମିନୀ ନାଏକ ପିତା -ରଘୁନାଥ ନାଏକ ,ବୟସ -41ବର୍ଷ l ସେ ଜଣେ ମାନସିକ ଭିନ୍ନକ୍ଷମ ମହିଳା। ସରକାର ଙ୍କ ବିଭିନ୍ନ ପ୍ରକାରର ଜନ ମଙ୍ଗଳ ଯୋଜନା କାର୍ଯ୍ୟକାରୀ ହେଉଥିଲା ବେଳେ ସେ ଏଥିରୁ ବଞ୍ଚିତ ହୋଇଥିବାରୁ ତାଙ୍କର ଥଇଥାନ ନିମନ୍ତେ ତାଙ୍କ ମା ଶ୍ରୀମତୀ ରେବତୀ ନାଏକ ସରକାରଙ୍କ ପାଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏକ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଦରଖାସ୍ତ ଦାଖଲ କରିଛନ୍ତି ଏବଂ ଏ ଦିଗପ୍ରତି ଦୃଷ୍ଟିଗୋଚର କରି ଭିନ୍ନକ୍ଷମ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ସେ ନିବେଦନ କରିଛନ୍ତି lକାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମ.ରାମପୁର ଶ୍ରୀରାମଲୀଳା ମହୋତ୍ସବ

Sunil Chandra Nayak

ନର୍ଲା ଥାନାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ

Sunil Chandra Nayak

ଇନ୍ଦିରା ମେମୋରିଆଲ ଉଚ୍ଚ ବିଦ୍ୟାଳୟର ତିନି ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!