ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧୁସୂଦନ ମହାପାତ୍ର କବିତା ଦୀନବନ୍ଧୁ

  ଦୀନବନ୍ଧୁ 

ଦୀନବନ୍ଧୁ ବୋଲି
ମାଗିନାହିଁ ପ୍ରଭୁ
କେବେହେଲେ ତତେ କିଛି !
ବନ୍ଧୁ ବନ୍ଧୁବୋଲି
ତୋପଛେ ଗୋଡ଼ାଇ
କପାଳ ଆଦରି ପଡିଛି !
ବନ୍ଧୁ ବୋଲି ମୋର
କରିନାହିଁ ହେଳା
ତୁମ ଆରାଧନା କରିଛି !
ତୁମ ଯଶ ବାନା
ଜପ ମାଳା ମୋର
ଗଣ୍ଠି ଧନ ମୁଁ କରିଛି !
ମାଗିବାକୁ ତତେ
ବହୁ ଇଚ୍ଛା ମୋର
ମାଗି ଆସେନାହିଁ କିଛି
ଯଦି ପ୍ରଭୁ ତୁମେ
ଦେବ ଦାତା ପଣେ
ହାତ ମୁଁ ପତେଇ ବସିଛି
ମଧୁସୂଦନ ମହାପାତ୍ର
ନଳାଦ୍ରି ବିହାର (ଝୁଂପାଣ )
ନଗୁଁଆ ଯାଜପୁର

Related posts

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ବୈଠକ

Sunil Chandra Nayak

ଖେଲୋ ଇଣ୍ଡିଆ ରେ ଭାଗ ନେଇଥିବା ଉଷୁ ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ଖଡ଼ିଆଲ ପୋଲିସ ପକ୍ଷରୁ ଜଳ ଛତ୍ର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!